www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; ୩ ସିଂହୀକୁ ଡରାଇଲା ଗୋଟିଏ ନେଉଳ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲ ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଭଳି କିଛି ଭିଡିଓ ଭାଇରାଲ ହୁଏ ,ଯାହାକୁ ଦେଖି ନିଜ ହସକୁ ରୋକି ପାରିବେ ନାହିଁ। ନିକଟରେ ଏଭଳି ହିଁ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ହେଉଛି ନେଉଳ ଓ ସିଂହୀର। ଗୋଟିଏ ନେଉଳ କିଭଳି ସିଂହୀକୁ ଭୟଭୀତ କରୁଛି ତାହା ଭିଡିଓ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।


ଭିଡିଓରେ ଦେଖିପାରିବେ ଗୋଟିଏ ନେଉଳ କିଭଳି ୨ରୁ ଅଧିକ ସିଂହୀକୁ ଭୟଭୀତ କରୁଛି। ହଠାତ୍ ସିଂହୀ ସାମ୍ନାକୁ ଏକ ନେଉଳ ଆସି ଯାଉଛି। ନେଉଳ ଧିରେ ଧିରେ ସିଂହୀକୁ ଭୟଭୀତ କରୁଛି। ସିଂହୀ ମଧ୍ୟ ଡରି ଯାଉଥିବା ଭିଡିଓରେ ଦେଖାଯାଉଛି। କିଛି କ୍ଷଣରେ ଏଭଳି ଲାଗୁଛି, ଯେପରି ନେଉଳର ନିଶ୍ଚିତ ମୃତ୍ୟୁ ହେବ। ମାତ୍ର ସବୁକିଛି ଓଲଟା ହିଁ ଦେଖାଯାଉଛି। ଗାତରୁ ସାମାନ୍ୟ ବାହାରି ନେଉଳ ପ୍ରଥମେ ସିଂହୀକୁ ଡରାଉଛି। ସିଂହୀ ଦୌଡିବାକୁ ଚେଷ୍ଟା କଲେ ମଧ୍ୟ ନେଉଳ ପଛେ ପଛେ ଯାଇ ଭୟଭୀତ କରୁଛି।ଶେୟାର କରାଯିବା ପରେ ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ପସନ୍ଦ କରୁଛନ୍ତି। ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ଜୁନରେ ଗଜକେଶରୀ ରାଜଯୋଗ : ଏହି ରାଶିଙ୍କର ଆଉ ଚିନ୍ତା ନାହିଁ; ମିଳିବ ଟଙ୍କା, ହେବ ବିବାହ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories