www.samajalive.in
Sunday, December 14, 2025
17.1 C
Bhubaneswar

ଦେଖନ୍ତୁ ଆଧ୍ୟାତ୍ମିକ ପରିବେଶର କିଛି ଆନନ୍ଦର ମୁହୂର୍ତ୍ତ; ଭାଇରାଲ ହେଉଛି ଭିଡିଓ

ଭଗବାନ ହନୁମାନଙ୍କୁ ନେଇ ଅନେକ ପୌରାଣିକ କଥା ରହିଛି । କୁହାଯାଏ କଳିଯୁଗରେ ଭଗବାନ ହନୁମାନଙ୍କୁ ଡାକିଲେ ସେ ଖୁବଶୀଘ୍ର ଭକ୍ତଙ୍କ ଡାକ ଶୁଣିଥାଆନ୍ତି । ତେଣୁ ପ୍ରାୟ ସବୁଠି ହନୁମାନଙ୍କ ପୂଜା କରାଯାଇଥାଏ । ଆପଣ ଭାବୁଥିବେ ଆମେ ଏହି ଭିଡିଓକୁ ଦେଖାଇ କାହିଁକି ଭଗବାନ ହନୁମାନଙ୍କ କଥା କହୁଛୁ ।

ହଁ ଦର୍ଶକ ବନ୍ଧୁ ମାଙ୍କଡ ମାନଙ୍କୁ ଭଗବାନ ହନୁମାନଙ୍କ ଅବତାର ବୋଲି କୁହାଯାଏ । ଭିଡିଓରେ ଜଣାପଡ଼ୁଛି ଭିଡିଓଟି ଗୋଟିଏ ପୂଜାସ୍ଥାନର । ଜଣେ ବ୍ରାହ୍ମଣ କୌଣସି ଏକ ଆଧ୍ୟାତ୍ମିକ କାର୍ଯ୍ୟରେ ବସିଛନ୍ତି । ଆଉ ଗୋଟିଏ ମାଙ୍କଡ ତାଙ୍କ ନିକଟକୁ ଆସି ତାଙ୍କ କାନରେ କିଛି କହିବାକୁ ଯେମିତି ଚେଷ୍ଟା କରୁଛି ।

- Advertisement -

କିଛି ସମୟ ମଧ୍ୟ ତାଙ୍କୁ ଧରି ବସୁଛି । ସହି ସମୟରେ ବ୍ରାହ୍ଣଣ ଜଣକ ମାଙ୍କଡଟିର ପାଦକୁ ଛୁଇଁ ପ୍ରଣାମ କରୁଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋବର ଲାଗିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories