ଗଞ୍ଜାମ : ଖଲ୍ଲିକୋଟ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡିଛନ୍ତି। ସହକାରୀ ଅଧିକାରୀ ହେଉଛନ୍ତି ବସନ୍ତ କୁମାର ପଟ୍ଟନାୟକ। ସେ ଲାଇନମ୍ୟାନ ବିବେକାନନ୍ଦ ନାୟକଙ୍କ ବଦଳି ଆବେଦନ ପତ୍ରକୁ ମଞ୍ଜୁର କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।
Popular Categories



