www.samajalive.in
Sunday, December 7, 2025
14.1 C
Bhubaneswar

ଏହି ମନିପ୍ଲାଣ୍ଟ ଥିଲେ ହୋଇଯିବେ କାଙ୍ଗାଳ; ଧନୀ ପାଖରେ ବି ରହିବନି ଟଙ୍କା..

ଧନ ସମ୍ପତ୍ତି ଓ ସୁଖସମୃଦ୍ଧିରେ ବୃଦ୍ଧି ପାଇଁ ଲୋକେ ଘରେ ଓ ବଗିଚାରେ ମନିପ୍ଲାଣ୍ଟ ବୃକ୍ଷ ଲଗାଇ ଥାନ୍ତି । ମାତ୍ର ଏହାକୁ ରଖିବାର କିଛି ବିଶେଷ ନିୟମ ମଧ୍ୟ ରହିଛି ।
ବାସ୍ତୁ ଅନୁସାରେ ମନି ପ୍ଲାଣ୍ଟ ଲଗାଇବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । କିଛି ଭୁଲ୍‌ କରିବା ଦ୍ୱାରା ମନି ପ୍ଲାଣ୍ଟ ଧନୀକୁ ମଧ୍ୟ କାଙ୍ଗାଳ କରି ଦେଇଥାଏ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଦାପି ଚୋରି କରି ଆଣିଥିବା ମନିପ୍ଲାଣ୍ଟ ରଖନ୍ତୁ ନାହିଁ । ଏହା କଦାପି ଶୁଭଫଳ ପ୍ରଦାନ କରିନଥାଏ । ମନି ପ୍ଲାଣ୍ଟକୁ ସର୍ବଦା ବଜାରରୁ କିଣି ଆଣି ଘରେ ଲଗାଇବା ଉଚିତ୍‌ । ଅନ୍ୟକୁ ମାଗି ଏହାକୁ ଘରେ ଲଗାନ୍ତୁ ନାହିଁ ।
ଅନ୍ୟ ଘରୁ ମନି ପ୍ଲାଣ୍ଟ ମାଗି କରି ଆଣି ଲଗାଇଲେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ । ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ । ଉନ୍ନତି ଦୂରେଇ ଯାଏ ।
ଏହାକୁ ସର୍ବଦା କାଚର ସବୁଜ କିମ୍ବା ନୀଳ ବୋତଲରେ ରଖିବା ଉଚିତ ।
ମନିପ୍ଲାଣ୍ଟକୁ ସର୍ବଦା ଐଶାନ୍ୟ ଅର୍ଥାତ୍‌ ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ ନାହିଁ ।
ମନିପ୍ଲାଣ୍ଟ ପାଇଁ ଘରର ଦକ୍ଷିଣ-ପୂର୍ବ ଦିଗ ସବୁଠାରୁ ଉତ୍ତମ ବୋଲି କୁହାଯାଏ । ଏହି ଦିଗରେ ଲଗାଇଲେ ସକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ।

ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..

ଦେଖନ୍ତୁ ଭିଡିଓ; ଉଡନ୍ତା ଗୁଣ୍ଡୁଚିମୂଷା, ଲୋକେ କହିଲେ ପ୍ରକୃତିର ଚମତ୍କାର..

- Advertisement -

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories