ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..

ଫେବୃଆରୀ ୨୬ରେ ମହାଦେବଙ୍କୁ ସମର୍ପିତ ମହାଶିବରାତ୍ରୀ ପର୍ବ ପାଳନ କରାଯିବ। ଏହି ପର୍ବ ପ୍ରତ୍ୟେକ ବର୍ଷ ଫାଲଗୁଣ କୃଷ୍ଣ ଚତୁର୍ଦଶୀରେ ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଓ ଜ୍ୟୋତିର୍ବିଦଙ୍କ ମତାନୁସାରେ ଚଳିତ ବର୍ଷର ଶିବରାତ୍ରୀ ଖୁବ୍‌ ଖାସ୍‌। କାରଣ ଏହି ଦିନ ଶ୍ରବଣ ନକ୍ଷତ୍ର ସହ ବିଶେଷ ଯୋଗ ସୃଷ୍ଟି ହେବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁସାରେ ମହାଶିବରାତ୍ରୀ ପର୍ବ ଭଗବାନ ଶିବଙ୍କର ପ୍ରିୟ ୪ ରାଶି ପାଇଁ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଜାଣନ୍ତୁ … Continue reading ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..