www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ଉଡନ୍ତା ଗୁଣ୍ଡୁଚିମୂଷା, ଲୋକେ କହିଲେ ପ୍ରକୃତିର ଚମତ୍କାର..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଗୁଣ୍ଡୁଚି ମୂଷାର ଏକ ଦୁର୍ଲ୍ଲଭ ଭିଡିଓ ଭାଇରାଲ୍‌ ହେଉଛି । ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି ।
ଗଛରୁ ଗଛକୁ ଖୁବ୍‌ ମଜାରେ ଏକ ଗୁଣ୍ଡୁଚି ମୂଷା ଉଡୁଥିବାର ଦୁର୍ଲ୍ଲଭ ଦୃଶ୍ୟ ସଭିଁଙ୍କ ମନକୁ ମୁଗ୍ଧ କରି ଦେଉଛି । ଜଣେ ଭାରତୀୟ ବନ ସେବା ଅଧିକାରୀ (ଆଇଏଫଏସ) ଏହି ଭିଡିଓକୁ ଶେୟାର କରିଛନ୍ତି ।


ଭିଡିଓରେ ଦେଖିପାରିବେ ଆଲୋକ ପଡୁଥିବା ଗଛର ଗୋଟିଏ ସ୍ଥାନରୁ ଗୁଣ୍ଡୁଚି ମୂଷା ଅନ୍ୟ ଏକ ସ୍ଥାନକୁ ଉଡିଯାଉଛି ।
ଶେୟାର କରାଯିବା ପରେ ହଜାର ହଜାର ଥର ଲୋକେ ଦେଖି ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଏହି ଭିଡିଓ ବନ୍ୟଜନ୍ତୁ ପ୍ରେମୀଙ୍କ ମନମୁଗ୍ଧ କରିଛି । ଲୋକେ ଭିଡିଓ ଦେଖି ମତ ରଖିଛନ୍ତି କିଛି ବର୍ଷ ପୂର୍ବରୁ କର୍ଣ୍ଣାଟକ ଓ ଅରୁଣାଞ୍ଚଳ ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖାଯାଇଥିଲା । ବାସ୍ତବରେ ଏହା ପ୍ରକୃତିର ଚକତ୍ମକାର।

ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories