ଦେଖନ୍ତୁ ଭିଡିଓ; ଉଡନ୍ତା ଗୁଣ୍ଡୁଚିମୂଷା, ଲୋକେ କହିଲେ ପ୍ରକୃତିର ଚମତ୍କାର..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଗୁଣ୍ଡୁଚି ମୂଷାର ଏକ ଦୁର୍ଲ୍ଲଭ ଭିଡିଓ ଭାଇରାଲ୍‌ ହେଉଛି । ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଗଛରୁ ଗଛକୁ ଖୁବ୍‌ ମଜାରେ ଏକ ଗୁଣ୍ଡୁଚି ମୂଷା ଉଡୁଥିବାର ଦୁର୍ଲ୍ଲଭ ଦୃଶ୍ୟ ସଭିଁଙ୍କ ମନକୁ ମୁଗ୍ଧ କରି ଦେଉଛି । ଜଣେ ଭାରତୀୟ ବନ ସେବା ଅଧିକାରୀ (ଆଇଏଫଏସ) ଏହି ଭିଡିଓକୁ ଶେୟାର କରିଛନ୍ତି । … Continue reading ଦେଖନ୍ତୁ ଭିଡିଓ; ଉଡନ୍ତା ଗୁଣ୍ଡୁଚିମୂଷା, ଲୋକେ କହିଲେ ପ୍ରକୃତିର ଚମତ୍କାର..