www.samajalive.in
Saturday, December 6, 2025
26.1 C
Bhubaneswar

ବାହରାଇଚ; ମନରେ ଗଧିଆ ଡର, ଆତଙ୍କିତ ଗ୍ରାମବାସୀ, କୁକୁରକୁ ଗଧିଆ ଭାବି ପିଟିପିଟି..

ବାହରାଇଚ : ଉତ୍ତର ପ୍ରଦେଶର ବାହରାଇଚ ଜିଲାର ଯାଦବପୁର ଗାଁରେ ଗଧିଆଙ୍କ ଭୟରେ ଗୋଟିଏ କୁକୁରର ଜୀବନ ଚାଲି ଯାଇଛି । ଗ୍ରାମବାସୀ କୁକୁରକୁ ଗଧିଆ ଭାବି ପିଟିପିଟି ମାରି ଦେଇଛନ୍ତି । ଗଧିଆ ପାଇଁ ଉକ୍ତ ଅଞ୍ଚଳରେ ଖୁବ୍‌ ଭୟଭୀତ ହୋଇ ଅଞ୍ଚଳବାସୀ ରହିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଯାଦବପୁରର ଲୋଧନ ପୁରବା ଗାଁରେ ଏକ ୧୨ ବର୍ଷ ଶିଶୁ ଉପରେ ଗଧିଆ ଆକ୍ରମଣ କରିଥିଲା । ଶିଶୁ ସହ ଅନ୍ୟ କିଛି ଲୋକଙ୍କ ଉପରେ ମଧ୍ୟ ଗଧିଆ ଆକ୍ରମଣ କରିଥିଲା । ଏହି ଘଟଣା ପରେ ଗ୍ରାମବାସୀ ଖୁବ୍‌ ଭୟଭୀତ ହୋଇ ରହିଥିଲେ ।

ସେପ୍ଟେମ୍ବରରେ ୨ଥର ରାଶି ପରିବର୍ତ୍ତନ କରିବେ ବୁଧ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ମିଳିବ ଲାଭ ହିଁ ଲାଭ..

- Advertisement -

ଭୟରେ ହଠାତ୍‌ ଏକ କୁକୁରକୁ ଦେଖି ତା’କୁ ଗଧିଆ ବୋଲି ଭାବି ପିଟିପିଟି ମାରି ଦେଇଥିଲେ । ନିକଟରେ ଏହି କୁକୁରଟି ମଧ୍ୟ ୨ ଜଣଙ୍କୁ କାମୁଡି ଥିଲା ।
ଘଟଣା ବିଷୟରେ ଖବର ପାଇ ପୁଲିସ ଓ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଧୈର୍ଯ୍ୟ ଧରିବା ପାଇଁ କହିଥିଲେ । ଘରର ଦରଜା ବନ୍ଦ ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ଜାଣନ୍ତୁ; ସୁପରଷ୍ଟାର ବିଜୟଙ୍କ ‘ଗୋଟ୍‌’, ପ୍ରଥମ ଦିନରେ କରିଛି କେତେ ଆୟ..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories