ଜାଣନ୍ତୁ; ସୁପରଷ୍ଟାର ବିଜୟଙ୍କ ‘ଗୋଟ୍‌’, ପ୍ରଥମ ଦିନରେ କରିଛି କେତେ ଆୟ..

ହାଇଦ୍ରାବାଦ : ସାଉଥ୍‌ ସୁପରଷ୍ଟାର ଥଲପତି ବିଜୟଙ୍କ ନୂଆ ଚଳଚ୍ଚିତ୍ର ସାଇନ୍ସ ଫିକ୍ସନ୍‌ ଆକ୍ସନ ଫିଲ୍ମ ‘ଗୋଟ୍‌’ ଅର୍ଥାତ୍‌ ‘ଦି ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ପ୍ରଶଂସକଙ୍କ ହୃଦୟକୁ ଜିତିଛି । ସେପ୍ଟେମ୍ବର ୪ ପର୍ଯ୍ୟନ୍ତ କେବଳ ଫିଲ୍ମର ଟ୍ରେଲର ଓ ଆଗୁଆ ବୁକିଂ ଚର୍ଚ୍ଚାରେ ରହିଥିବା ବେଳେ ୫ ତାରିଖରେ ବିଶ୍ୱବ୍ୟାପି ଫିଲ୍ମ ରିଲିଜ୍‌ ହେବା ପରେ ପ୍ରଥମ ଦିନର ଆୟ ହଇଚଇ ସୃଷ୍ଟି କରିଛି । ବିଜୟଙ୍କ ପ୍ରଶଂସକଙ୍କ ପାଇଁ ଏହା ଆଉ ଖୁସି … Continue reading ଜାଣନ୍ତୁ; ସୁପରଷ୍ଟାର ବିଜୟଙ୍କ ‘ଗୋଟ୍‌’, ପ୍ରଥମ ଦିନରେ କରିଛି କେତେ ଆୟ..