ସେପ୍ଟେମ୍ବରରେ ୨ଥର ରାଶି ପରିବର୍ତ୍ତନ କରିବେ ବୁଧ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ମିଳିବ ଲାଭ ହିଁ ଲାଭ..

ସେପ୍ଟେମ୍ବର ମାସ ଗ୍ରହ-ନକ୍ଷତ୍ରଙ୍କ ସ୍ଥିତିରୁ ଖୁବ୍‌ ଖାସ୍‌ । ଏହି ମାସରେ କିଛି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବେ । ଏହି ଗ୍ରହଙ୍କ ଚଳନ ମଧ୍ୟରେ ଗ୍ରହଙ୍କ ରାଜକୁମାର ବୁଧ ମଧ୍ୟ ଅଛନ୍ତି । ବୁଦ୍ଧି ଓ ବ୍ୟବସାୟର କାରକ ବୁଧ ଗ୍ରହ ସେପ୍ଟେମ୍ବରରେ ଥରେ ନୁହେଁ ବରଂ ୨ ଥର ରାଶି ପରିବର୍ତ୍ତନ କରିବେ । ପ୍ରଥମ ଥର ବୁଧ ସିଂହ ରାଶିରେ ଓ ୨ୟ ଥର ବୁଧ କନ୍ୟା … Continue reading ସେପ୍ଟେମ୍ବରରେ ୨ଥର ରାଶି ପରିବର୍ତ୍ତନ କରିବେ ବୁଧ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ମିଳିବ ଲାଭ ହିଁ ଲାଭ..