www.samajalive.in
Saturday, December 6, 2025
14.1 C
Bhubaneswar

ଛାତିଥରା ଭିଡିଓ ; ଏମିତି ବି ଆସେ ମୃତ୍ୟୁ, ଚାଲୁ ଚାଲୁ ପଡିଗଲେ ୨୫ ବର୍ଷୀୟ ଓକିଲ, କିଛି କ୍ଷଣରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ଗରମ କାରଣରୁ ଅନେକ ଲୋକଙ୍କ ଜୀବନ ଚାଲିଯିବା ଖବର ସାମ୍ନାକୁ ଆସିଛି । ନିକଟରେ ଲଖନଉ ସଚିବାଳୟରେ ବୈଠକରେ ସାମିଲ ହୋଇଥିବା ଜଣେ ଅଧିକାରୀ ହଠାତ୍‌ ଅସୁସ୍ଥ ହୋଇ ପଡିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏଭଳି ଆଉ ଏକ ଘଟଣା ଲଖନଉର ସରୋଜନିନଗର ରୁ ସାମ୍ନାକୁ ଆସିଛି । ଏଠାରେ ଏକ ଓକିଲ ଚାଲୁ ଚାଲୁ ହଠାତ୍‌ ତଳେ ପଡିଯାଇ ତାଙ୍କର ମୃତ୍ୟୁ ଘଟିଛି । ଏହି ଅଘଟଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏଯାଏଁ ଡାକ୍ତର ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରୁଛନ୍ତି ।

- Advertisement -

ମିଳିଥିବା ସୂଚନାନୁଯାୟୀ, ଲଖନଉର ସରୋଜନିନଗର ତହସିଲ୍‌ ଅର୍ନ୍ତଗତ ୨୫ ବର୍ଷୀୟ ଓକିଲ ଅଭିଷେକ କଚେରୀ ନିକଟରେ ନିଜ ବନ୍ଧୁଙ୍କ ସହ ଠିଆ ହୋଇଥିଲେ । ସେହି ସମୟରେ ହଠାତ୍‌ ସେ ତଳେ ପଡିଯାଉଥିବା ଯାଉଛି । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହାର ଭିଡିଓ ଏବେ ଦ୍ରୁତ ଗତିରେ ଏହି ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓକୁ ଦେଖିବା ପରେ ସଭିଏଁ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଦେଖନ୍ତୁ ଭିଡିଓ ; ମଲା ଭାବି କୁମ୍ଭୀର ଦେହରେ ହାତ ମାରିଲେ ମତ୍ସ୍ୟଜୀବୀ, ଆଉ ତା’ପରେ

୩୦ ବର୍ଷ ପରେ ଜୁଲାଇରେ ବଡ ଶକ୍ତିଶାଳୀ ଯୋଗ ; ମଙ୍ଗଳ-ଶନି ଚଳନ, ଏହି ରାଶିଙ୍କୁ ମିଳିବ ସବୁକିଛି, ହଠାତ୍‌ ହେବେ ଧନୀ, କିଣିବେ ଘର, ଗାଡି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories