www.samajalive.in
Sunday, December 7, 2025
26.1 C
Bhubaneswar

୩୦ ବର୍ଷ ପରେ ଜୁଲାଇରେ ବଡ ଶକ୍ତିଶାଳୀ ଯୋଗ ; ମଙ୍ଗଳ-ଶନି ଚଳନ, ଏହି ରାଶିଙ୍କୁ ମିଳିବ ସବୁକିଛି, ହଠାତ୍‌ ହେବେ ଧନୀ, କିଣିବେ ଘର, ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ନବଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଏହି ଚଳନର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । କିଛି ଜଣଙ୍କ ଭାଗ୍ୟ ଚମକିଥାଏ । ଜୁଲାଇ ମାସରେ ଏକ ବିଶେଷ ସଂଯୋଗ ହେବାକୁ ଯାଉଛି । ୨ଟି ଶକ୍ତିଶାଳୀ ଗ୍ରହ ମଙ୍ଗଳ ଓ ଶନି ଦେବ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବେ । ପ୍ରାୟ ୩୦ ବର୍ଷ ପରେ ଶନି ଦେବ ମୀନ ରାଶିରେ ଓଲଟା ଚଳନ କରିବେ । ଏହି ଶୁଭ ସଂଯୋଗ ଫଳରେ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ଜାଣନ୍ତୁ ସେହି ଭାଗ୍ୟବାନ୍‌ ରାଶି ବିଷୟରେ..

ମୀନ – ଅନେକ କାମରେ ସଫଳତା ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

- Advertisement -

ଧନୁ- ଚାକିରିରେ ଶୁଭ ପରିବର୍ତ୍ତନ ହେବ । ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ନୂଆ ଦାୟିତ୍ୱ ମିଳିବ । ନୂଆ ଗାଡି କିଣିବାର ଯୋଗ ରହିଛି । ଖୁସି ମିଳିବ । ପରିବାର ସହ ହସଖୁସିର ବାତାବରଣ ରହିବ ।

ମକର- ସାହସ ଓ ପରାକ୍ରମ ବୃଦ୍ଧି ପାଇବ । ଅଟକି ଥିବା ଅନେକ ପୂରଣ ହେବ । ପୁରୁଣା ନିବେଶରୁ ଲାଭବାନ୍‌ ହେବେ । ଭାଗ୍ୟର ସାଥ୍‌ ମିଳିବ । ନୂଆ ଘର, ଭୂମି କିଣିବାର ଯୋଗ ରହିଛି ।

ଦେଖନ୍ତୁ ଭିଡିଓ ; ମଲା ଭାବି କୁମ୍ଭୀର ଦେହରେ ହାତ ମାରିଲେ ମତ୍ସ୍ୟଜୀବୀ, ଆଉ ତା’ପରେ

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories