www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ ; ମଲା ଭାବି କୁମ୍ଭୀର ଦେହରେ ହାତ ମାରିଲେ ମତ୍ସ୍ୟଜୀବୀ, ଆଉ ତା’ପରେ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଆଶ୍ଚର୍ଯ୍ୟ ଚକିତ କରିବା ସହ ଭୟଭୀତ କରିଥାଏ । ନିକଟରେ ଭାଇରାଲ୍‌ ହେଉଥିବା କୁମ୍ଭୀରର ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।


ଭିଡିଓରେ ଦେଖିପାରିବେ, ଜଣେ ମତ୍ସ୍ୟଜୀବୀ ନଦୀରେ ଏକ କୁମ୍ଭୀରକୁ ମୃତ ବୋଲି ଭାବି ତାକୁ କାଠ ଦ୍ୱାରା ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲେ । ମାତ୍ର କୁମ୍ଭୀର ନିକଟକୁ ଯିବା ମାତ୍ରେ କୁମ୍ଭୀର ତୁରନ୍ତ ଆକ୍ରମଣ କରିଥିଲା । ଭିଡିଓଟି ଖୁବ୍‌ ଭୟଙ୍କର ।
ଭିଡିଓକୁ ଏଯାଏଁ ୮୦ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି । ଏବେ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓ ଦେଖିବା ପରେ ସଭିଏଁ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ମାତ୍ର ୪୧୨ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ରେଡ୍‌ମିର ଏହି ୫ଜି ସ୍ମାର୍ଟଫୋନ୍‌, ଜବରଦସ୍ତ ଫିଚର୍‌ ପୁଣି ମିଳିବ ରିହାତି..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories