ରାଉରକେଲା : ମନ୍ଦିରା ଡ୍ୟାମରେ ବୁଡି ୨ ଯୁବକଙ୍କ ମୃତ୍ୟୁ ହୋଇଛି । ମାଛ ଧରିବାକୁ ୫ ଜଣ ଯୁବକ ଯାଇଥିବାବେଳେ ବୁଡିଯାଇଥିଲେ । ତେବେ ୩ ଜଣ ସୁରକ୍ଷିତ ଭାବେ ଆସିଥିବାବେଳେ ୨ ଜଣ ନିଖୋଜ ଥିଲେ । ଅନେକ ଖୋଜାଖୋଜି ପରେ ଅଗ୍ନିଶମ ବିଭାଗ ସେମାନଙ୍କ ମୃତଦେହ ଉଦ୍ଧାର କରିଛି ।
ବାଂଲାଦେଶରେ ବିକ୍ଷୋଭକାରୀଙ୍କ ବଡ଼ ବିଜୟ, କୋଟା ହ୍ରାସ କଲେ ସୁପ୍ରିମକୋର୍ଟ



