www.samajalive.in
Monday, December 15, 2025
26.1 C
Bhubaneswar

କଇଁଛ ବୋଝେଇ ବୋଲେରୋ ଜବତ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗକୁ ବଡ ସଫଳତା ମିଳିଛି। କୋଣ୍ଟା ବ୍ରିଜ୍ ରୁ କଇଁଛ ବୋଝେଇ ବୋଲେରୋ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ବନ ଅଧିକାରୀ କୌଣସି ବିଶେଷ ସୂତ୍ରରୁ ଖବର ପାଇ କଇଁଛ ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ। ପରେ ବନ ଅଧିକାରୀ ସାଇ କିରଣ ଡିଏନ୍ ଙ୍କ ନିର୍ଦେଶରେ ବନ ବିଭାଗର ଦୁଇଟି ଟିମ୍ ଛତିଶଗଡର କୋଣ୍ଟା ବ୍ରିଜ୍ ଓ ମୋଟୁ ବ୍ରିଜ୍ ରେ ପାଟ୍ରୋଲିଂ କରିଥିଲେ। ଏତିକି ବେଳେ ଏକ ବୋଲେରୋ ଦ୍ରୁତ ଗତିରେ ଯାଉଥିବାଦେଖି ଅଟକାଇଥିଲେ। ଏବଂ ଯାଂଚ କରିଥିଲେ। ବୋଲେରୋରୁ ପ୍ରାୟ ୧୦୭୮ଟି କଇଁଛ ଜବତ କରାଯିବା ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories