www.samajalive.in
Sunday, December 14, 2025
17.1 C
Bhubaneswar

ସାବଧାନ ! ମଙ୍ଗଳବାର କରନ୍ତୁ ନାହିଁ ଏହି କାର୍ଯ୍ୟ

ଧର୍ମଶାସ୍ତ୍ର ଅନୁଯାୟୀ ସପ୍ତାହର ପ୍ରତିଟି ଦିନର ଅଲଗା ଅଲଗା ବିଶେଷ ମହତ୍ତ୍ବ ରହିଛି । ଦିନଟିକୁ ସୁଖମୟ ଏବଂ ସକାରାତ୍ମକ କରିବା ପାଇଁ ଶାସ୍ତ୍ରରେ ବିଭିନ୍ନ ଉପାୟ ମଧ୍ୟ ରହିଛି । ସପ୍ତାହର କିଛି ଦିନ ଏପରି ରହିଥାଏ ଯେଉଁ ଦିନ କିଛି କାମ କରିବାକୁ ବାରଣ କରାଯାଏ । ସେହିପରି ଜୀବନରେ ସୁଖ-ସମୃଦ୍ଧି ପାଇଁ ମଙ୍ଗଳବାର ଦିନ କିଛି ବିଶେଷ ସାବଧାନ ଅବଲମ୍ବନ କରିବାକୁ ଶାସ୍ତ୍ରରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର କିପରି ରହିବେ ସାବଧାନ………….

୧. ମଙ୍ଗଳବାର ଦିନ ବିରି ଡାଲି ଖାଇବା ଅନୁଚିତ୍ । ବିରି ଡାଲି ଚୋପା କଳା ହୋଇଥିବାରୁ ଏହା ଶନିଗ୍ରହ ସହ ଜଡିତ । ଶନି ଓ ମଙ୍ଗଳ ଗ୍ରହ ପରସ୍ପର ବିପରୀତ ଗ୍ରହ । ତେଣୁ ମଙ୍ଗଳବାର କଳା ଡାଲି ଖାଇବା ଅନୁଚିତ୍ ।

- Advertisement -

୨.ଶାସ୍ତ୍ର ଅନୁଯାରେ ମଙ୍ଗଳବାର ଦିନ କଦାପି ଜମି ଖୋଳିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଅଶୁଭ ଫଳ ଲାଭ ହୋଇଥିାଏ ।

୩. ମଙ୍ଗଳବାର ଦିନ ଧାରୁଆ ବା ମୁନିଆ ଜିନିଷ କିଣି ଘରକୁ ଆଣନ୍ତୁ ନାହିଁ । ଏହା ଦ୍ବାରା ଘରେ ନକାରାତ୍ମକତା ବଢିଥାଏ ।

୪. ଏହି ଦିନ କେଶ ଏବଂ ଦାଢି ମଧ୍ୟ କାଟନ୍ତୁ ନାହିଁ ।

୫. ମଙ୍ଗଳବାର ଦିନ ଭୁଲରେ ମଧ୍ୟ କାହା ସହ ଚୁକ୍ତିତର୍କ ବା ଝଗଡା କରନ୍ତୁ ନାହିଁ ।

 

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories