www.samajalive.in
Friday, December 12, 2025
14.1 C
Bhubaneswar

BSKYରୁ ବାଦ୍ ପଡିଲା ‘ତ୍ରିଶା’ ହସ୍ପିଟାଲ୍

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିବା ହସ୍ପିଟାଲ ତାଲିକାରୁ ବାଦ୍ ପଡିଲା ତ୍ରିଶା ନର୍ସିଂହୋମ୍ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତ୍ରିଶା ହସ୍ପିଟାଲକୁ ତାଲିକାରୁ ନିଲମ୍ବିତ କରାଯାଇଛି । ଗତକାଲି ଘରୋଇ ନର୍ସିଂହୋମ୍ ତ୍ରିଶାରେ ଅଗ୍ନିକାଣ୍ଡ ଫଳରେ ୧୧ ଦିନର ଶିଶୁ ଆଖି ବୁଜିଦେଇଛି । ଅଗ୍ନିକାଣ୍ଡ ଯୋଗୁଁ ଶିଶୁକୁ ଗୁରୁତର ଅବସ୍ଥାରେ ଶିଶୁଭବନ ନିଆ ଯାଇଥିଲା । ତେବେ ରବିବାର ଶିଶୁଟିର ମୃତ୍ୟୁ ହୋଇଛି । ମୃତ ଶିଶୁର ଘର ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ । ଏହି ଅଘଟଣ ପରେ ଯାଞ୍ଚ ପ୍ରକ୍ରିୟା ଚାଲିଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏମିତି ନିଷ୍ପତ୍ତି ନିଆଯାଇଛି ।

ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ଆଖି ବୁଜିଲା ୧୧ ଦିନର ଶିଶୁ

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories