www.samajalive.in
Sunday, December 14, 2025
26.1 C
Bhubaneswar

ଜନବସତିଶୂନ୍ୟ ଦ୍ୱୀପରେ ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ୱର: ଆଜି ଜନବସତିଶୂନ୍ୟ ଦ୍ୱୀପରେ ତ୍ରିରଙ୍ଗା ଉଡିଛି। ଓଡ଼ିଶାର ୧୦ଟି ଜନବସତିଶୂନ୍ୟ ଦ୍ୱୀପରେ ତ୍ରିରଙ୍ଗା ଉଡ଼ିଥିବା ସୂଚନା ମିଳିଛି। ବାଲେଶ୍ୱରର ସୁବର୍ଣ୍ଣଦ୍ୱୀପ, ଭଦ୍ରକର ନୟାଟାପୁ, ଉଡ଼ାବାଲି, କନିକା ଦ୍ୱୀପ, ଲଙ୍ଗ ହୁଇଲର ଦ୍ୱୀପ, ସର୍ଟ ଆଇଲାଣ୍ଡ ଓ ସ୍ମଲ ହୁଇଲ; ଜଗତସିଂହପୁରର ବୋଇତର କୁଦ, ଜଟାଧାରୀ ତଣ୍ଡା, ବରକୁଦରେ ତ୍ରିରଙ୍ଗା ଉଡ଼ିଥିବା ଜଣାପଡ଼ିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories