BJD Bijuli 480×75 Mob

ଆଜି ଲୋକସେବା ଭବନ ଘେରିବ କଂଗ୍ରେସ

BJD Bijuli 480×75 Mob

ଭୁବନେଶ୍ବର: ଆଜି(ସୋମବାର) ଲୋକସେବା ଭବନ ଘେରାଉ କରିବ କଂଗ୍ରେସ। ସକାଳ ୧୧ଟାରେ ଲୋକସେବା ଭବନ ଘେରାଇ କରିବାକୁ କଂଗ୍ରେସ ଯୋଜନା କରିଛି। ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ୨୪ ବର୍ଷର ବିଫଳ ସରକାର ବିରୋଧରେ ଜୋରଦାର ପ୍ରତିବାଦ ସ୍ବରୂପ ଏହି ଘେରାଉ କରିବ କଂଗ୍ରେସ। ଏଥିରେ ସବୁ ସାଙ୍ଗଠନିକ ଜିଲ୍ଲାରୁ କଂଗ୍ରେସ କର୍ମୀ ଓ ନେତା ସାମିଲ୍ ହେବେ।

Comments are closed.