www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; କେମିତି ବାଘ ପାଟିରୁ ବଞ୍ଚିଲା କୁକୁର ଜୀବନ..

ନୂଆଦିଲ୍ଲୀ : ‘ବନ୍ଧୁତ୍ୱ’ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ । ସଭିଁଙ୍କ ଜୀବନରେ ଏହାର ମହତ୍ତ୍ୱ ଖୁବ୍‌ ଅଧିକ । ତେବେ ଖାଲି ମନୁଷ୍ୟଙ୍କ ନିକଟରେ ନୁହେଁ ବରଂ ପଶୁପକ୍ଷୀଙ୍କ ନିକଟରେ ମଧ୍ୟ ଏହା ଦେଖାଯାଏ । ଭଲ ବନ୍ଧୁ ନିକଟରେ ଥିଲେ ଜଟିଳ ପରିସ୍ଥିତିରୁ ମଧ୍ୟ ସହଜରେ ମୁକ୍ତି ମିଳିଥାଏ ବୋଲି କୁହାଯାଏ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ଏହାର ଏକ ଉଦାହରଣ ସାଜିଛି । ଭିଡିଓଟି କିଛି କୁକୁର ଓ ଏକ କଲରାପତରିଆ ବାଘର । ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି।

- Advertisement -

ସୋସିଆଲ ମିଡିଆରେ ହରିଦ୍ୱାରର ଏକ ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖି ପାରିବେ ଘର ବାହାରେ ଏକ କୁକୁର ଶୋଇଛି, ହଠାତ୍‌ ସେଠାକୁ ଏକ କଲରାପତରିଆ ବାଘ ଧିରେ ଧିରେ ଆସୁଛି, ଶୋଇଥିବା କୁୁକୁର ଉପରେ ବାଘ ଆକ୍ରମଣ କରୁଛି । କୁକୁରର ଶବ୍ଦ ଶୁଣି ପ୍ରଥମେ ଏକ କୁକୁର ଆସି ତା’ ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଛି । ତାକୁ ମଧ୍ୟ ବାଘ ଆକ୍ରମଣ କରୁଛି। ଏହାପରେ କୁୁକୁର ପଲ ବାଘ ସହ ଲଢେଇ କରିବାକୁ ଦୌଡି ଆସୁଛନ୍ତି । ଶେଷରେ କୁୁକୁର ମାନେ ବାଘକୁ ସେଠାରୁ ବିଦା କରି ଦେଇଥିବା ଦେଖାଯାଉଛି । ସମସ୍ତ ଘଟଣା ସେଠାରେ ଥିବା ସିସିଟିଭିରେ ରେକର୍ଡ ପରେ ଭାଇରାଲ୍‌ ହେଉଛି। ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ରାହୁଙ୍କ କୃପାରୁ ନିଶ୍ଚୟ ଧନୀ ହୁଅନ୍ତି ଏହି ୨ଟି ରାଶି : ହଠାତ୍‌ ମିଳେ ଧନ, ସୁଖମୟ, ରାଜା ଭଳି ଜୀବନ

ମେ’ ୧୮କୁ କାହିଁକି ଭୟ କରୁଛି ପାକିସ୍ତାନ; ଟ୍ରେଲର ପରେ ବାକି ଅଛି ଫିଲ୍ମ, ଭାଙ୍ଗିବ କି ଅସ୍ତ୍ରବିରତି?

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories