ମେ’ ୧୮କୁ କାହିଁକି ଭୟ କରୁଛି ପାକିସ୍ତାନ; ଟ୍ରେଲର ପରେ ବାକି ଅଛି ଫିଲ୍ମ, ଭାଙ୍ଗିବ କି ଅସ୍ତ୍ରବିରତି?

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଏବେ ବନ୍ଦ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ଥରେ ପରିସ୍ଥିତିରେ ପରିବର୍ତ୍ତନ ଦେଖାଯାଇଛି। ପାକିସ୍ତାନର ସଂସଦରେ ସାଂସଦ ଭାରତ ପକ୍ଷରୁ ନୂଆ ଆକ୍ରମଣର ଆଶାଙ୍କା କରିଛନ୍ତି। ବିଲାବଲ ଭୁଟ୍ଟୋ ଅସ୍ତ୍ରବିରତିକୁ ନେଇ ଏକ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଫିଲ୍ମ ଏବେ ବାକି ଅଛି । ଏସବୁ ସ୍ଥିତିକୁ ଦେଖି ପୁଣି ଥରେ … Continue reading ମେ’ ୧୮କୁ କାହିଁକି ଭୟ କରୁଛି ପାକିସ୍ତାନ; ଟ୍ରେଲର ପରେ ବାକି ଅଛି ଫିଲ୍ମ, ଭାଙ୍ଗିବ କି ଅସ୍ତ୍ରବିରତି?