www.samajalive.in
Saturday, December 6, 2025
23.1 C
Bhubaneswar

ରାହୁଙ୍କ କୃପାରୁ ନିଶ୍ଚୟ ଧନୀ ହୁଅନ୍ତି ଏହି ୨ଟି ରାଶି : ହଠାତ୍‌ ମିଳେ ଧନ, ସୁଖମୟ, ରାଜା ଭଳି ଜୀବନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ-କେତୁଙ୍କୁ ମାୟାବୀ ଗ୍ରହ କୁହାଯାଏ । ମେ’ ୧୮ରେ ରାହୁ ଚଳନ କରି କୁମ୍ଭ ରାଶିରେ ଚଳନ କରିବେ । ପ୍ରାୟ ଦେଢ ବର୍ଷ ପରେ ରାହୁ ଚଳନ କରିବାକୁ ଯାଉଛନ୍ତି । ଏମାନେ ସର୍ବଦା ଓଲଟା ଚଳନ କରି ଥାନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ ଏଭଳି ୨ଟି ରାଶି ରହିଛନ୍ତି, ଯାହାଙ୍କ ଉପରେ ରାହୁଙ୍କ କୃପା ସର୍ବଦା ରହିଥାଏ । ଜାଣନ୍ତୁ..

ସିଂହ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଗ୍ରହ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ବିଶେଷ କୃପା କରି ଥାନ୍ତି । ରାଜନୀତି ସହ ଅନେକ କ୍ଷେତ୍ରରେ ଏମାନେ ସଫଳତା ପାଇ ଥାନ୍ତି । ଜୀବନରେ ହଠାତ୍‌ ବଡ ସକରାତ୍ମକ ପରିବର୍ତ୍ତନ ହୋଇଥାଏ । ଧନ-ସମ୍ପତ୍ତି ବୃଦ୍ଧି ହୋଇଥାଏ ।

- Advertisement -

ବିଛା- ଏହି ରାଶିଙ୍କ ଉପରେ ମଧ୍ୟ ରାହୁଙ୍କ କୃପା ରହିଥାଏ । ଏମାନଙ୍କୁ କର୍ମକ୍ଷେତ୍ରରେ ହଠାତ୍‌ ସଫଳତା ମିଳିଥାଏ । ସୁଖମୟ ଜୀବନ ସହ ଧନ ନିଶ୍ଚୟ ପ୍ରାପ୍ତି ହୋଇଥାଏ । ବ୍ୟବସାୟରେ ଆକାଶ ଛୁଆଁ ଲାଭ ହୋଇଥାଏ । ମାନ-ସମ୍ମାନ ବୃଦ୍ଧି ହୁଏ ।

ଲଞ୍ଚ ହେଲା ଓପୋ ରେନୋ ୧୪ ୫ଜି, ରେନୋ ୧୪ ପ୍ରୋ ୫ଜି, ଜାଣନ୍ତୁ ଜବରଦସ୍ତ ଫିଚର୍‌, ଦାମ୍‌

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories