ଦେଖନ୍ତୁ ଭିଡ଼ିଓ: ରାଗି ଗଲା ହାତୀ, ଆଉ ତା’ପରେ. . .

ସମାଜ ଡିଜିଟାଲ ଡେସ୍କ: ବଜାର ଭିତରେ ରାଗି ଗଲା ହାତୀ । ହାତୀକୁୁ ଦେଖି ଲୋକମାନେ ଭୟରେ ଦୌଡିବାକୁ ଲାଗିଲେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
Damn😰
pic.twitter.com/yd8Jbo1wr1— Ghar Ke Kalesh (@gharkekalesh) May 17, 2025
Comments are closed.