www.samajalive.in
Sunday, December 14, 2025
19.1 C
Bhubaneswar

ଖରା ବର୍ଷାରେ ଖତ ଖାଉଛି ଦିବ୍ୟାଙ୍ଗଙ୍କ ପାଇଁ ଆସିଥିବା ତିନି ଚକିଆ ସାଇକେଲ୍‌

ଲକ୍ଷ୍ମୀପୁର – କଥାରେ ଅଛି ସରକାରଙ୍କ ମାଲ ଦରିଆମେ ଡାଲ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଲକ୍ଷ୍ମୀପୁର ବ୍ଲକରେ । ଦିବ୍ୟାଙ୍ଗଙ୍କ ଉଦ୍ଧିଷ୍ଟ ତିନି ଚକିଆ ଟ୍ରାୟ ସାଇକେଲ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ଲକ୍ଷ୍ମୀପୁର ବ୍ଲକର ଦିବ୍ୟାଙ୍ଗଙ୍କ ପାଇଁ ବହୁ ସଂଖ୍ୟକ ତିନି ଚକିଆ ସାଇକେଲ ଯାହା ଆସିଥିଲା । ଏହାକୁ ସୁରକ୍ଷିତ ସ୍ଥାନରେ ରଖା ନଯାଇ ଏକ ଛାତ ଉପରେ ରଖାଯାଇଛି । ଫଳରେ ଖରା ବର୍ଷାରେ ସାଇକେଲ୍‌ ଗୁଡିକ ଖତ ଖାଉଛି ।

ଏହାର ଦାୟିତ୍ୱର ଥିବା ଅଧିକାରୀଙ୍କ ଖାମଖିଆଲ ମନୋଭାବଯୋଗୁଁ ଏପରି ହୋଇଥିବା ଅଭିଯୋଗ ହୋଇଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories