www.samajalive.in
Sunday, December 14, 2025
17.1 C
Bhubaneswar

ମୁକ୍ତିଲାଭ କଲା ‘ଦ ଫ୍ୟାମିଲି ମ୍ୟାନ୍ ୩’ର ଟିଜର

ମୁମ୍ବଇ, ୨୮ା୧୦: ଲୋକପ୍ରିୟ ୱେବ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍ ୩’ର ଟିଜର ମୁକ୍ତିଲାଭ କରିଛି। ଏହା ସହ ସିରିଜର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏଥର ଦୁଇ ନୂଆ ସୁପରଷ୍ଟାର ଶୋ ରେ ଖଳନାୟକ ଭୂମିକାରେ ନଜର ଆସିବେ। ଟିଜରରେ ଶ୍ରୀକାନ୍ତ ଓ ତାଙ୍କ ପତ୍ନୀ ସୁଚିତ୍ରା ନଜର ଆସୁଛନ୍ତି। ସିଜନ ୩ର କାହାଣୀରେ ଏଥର ଶ୍ରୀକାନ୍ତଙ୍କ ସାମ୍ନାକୁ ବଡ ଚାଲେଞ୍ଜ ଆସିବ। ଜୟଦୀପ ଅହଲାବତ ‘ରୁକମା’ ଓ ନିମ୍ରତ କୌର ‘ମୀରା’ଙ୍କ ଭୂମିକାରେ ଖଳନାୟକ ରୂପେ ନଜର ଆସିବେ। ଶ୍ରୀକାନ୍ତଙ୍କୁ ଏହି ସିଜନରେ ଅନ୍ତର୍ଜାତୀୟ ସ୍ତରରେ ଶତ୍ରୁଙ୍କ ସାମ୍ନା କରିବାକୁ ପଡିବ। ସିରିଜ ୨୧ ନଭେମ୍ବରରେ ରିଲିଜ ହେବ। ଏଥିରେ ମନୋଜ ବାଜପେୟୀଙ୍କ ସହିତ ଶ୍ରେୟା, ହର୍ଷଲ, ଆଶ୍ଲେଷା ଠାକୁର, ବେଦାନ୍ତ ସିହ୍ନା, ସୁଦୀପ କିଶନ, ଦର୍ଶନ କୁମାର, ସୀମା ବିଶ୍ବାସ, ଦଲିପ ତାହିଲ, ବିପିନ ଶର୍ମା, ଜୁଗଲ ହଂସାରଜ, ଆଦିତ୍ୟ ଶ୍ରୀବାସ୍ତବ ଭଳି କଳାକାର ନଜର ଆସିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories