ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ଅଯୋଧ୍ୟା ରାମ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ପ୍ରତିଶତ ସରିଲାଣି। ଡିଜିଟାଲ ଗ୍ୟାଲେରି କାର୍ଯ୍ୟ ୨୦୨୫ ସେପ୍ଟେମ୍ବର ସୁଦ୍ଧା ସରିବ ବୋଲି ସେ ପ୍ରକାଶ କରିଛନ୍ତି ।
Popular Categories



