www.samajalive.in
Sunday, December 7, 2025
14.1 C
Bhubaneswar

ଶରୀର ପାଇଁ ଲାଭଦାୟକ ଏହି ଚା’

ତୁଳସୀ ଚା’ ପିଇବା ବହୁ ଲାଭଦାୟକ ଅଟେ
-କଫ ଦୂର କରିବାରେ ସହାୟକ ହୁଏ ତୁଳସୀ ଚା’ ।
-ତୁଳସୀ ଚା’ କାର୍ଟିସୋନ ହରମୋନକୁ ନିୟନ୍ତ୍ରଣ ରଖିଥାଏ । ଯାହା ଦ୍ବାରା ଦୁଶିନ୍ତା ଦୂର ହୋଇଥାଏ ।
-ଏହା ଦ୍ବାରା ପାଚନ ତନ୍ତ୍ର ଠିକ୍ ରହିଥାଏ ।
-ଶରୀରରେ ହେଉଥିବା ଯନ୍ତ୍ରଣାକୁ ତୁଳସୀ ଚା’ ଦୂର କରିଥାଏ ।
-ତୁଳସୀ ଚା’ ରକ୍ତର ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିଥାଏ ।
-ପାଟିକୁ କୀଟାଣୁ ମୁକ୍ତ ରଖେ ତୁଳସୀ ଚା’ ।
-ଏହା ଏକ ମାଉଥ୍ ଫ୍ରେଶନର ଭାବେ ମଧ୍ୟ କାମ କରେ ।

ତୁଳସୀ ଚା’ ପ୍ରସ୍ତୁତି ପ୍ରଣାଳୀ
ସାମଗ୍ରୀ: ତୁଳସୀ ପତ୍ର ୬-୭ଟି,
ଛୋଟ ଅଦା,
ଛୋଟ ଚାମଚ ମହୁ,
ଛୋଟ ଚାମଚ ଲେମ୍ବୁରସ,
ଆବଶ୍ୟକୀୟ ଅନୁଯାୟୀ ପାଣି

- Advertisement -

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ମଧ୍ୟମ ଆଞ୍ଚରେ ଏକ ପ୍ୟାନରେ ପାଣି ଗରମ କରନ୍ତୁ ।
ପାଣି ଗରମ ହେବା ପରେ ତୁଳସୀ ପତ୍ର ଏବଂ ଅଦା ପକାଇ ଫୁଟାନ୍ତୁ ।
ପ୍ରାୟ ୧୦ରୁ ୧୫ ମିନିଟ୍ ପର୍ୟ୍ୟନ୍ତ ଫୁଟିଲା ପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ ।
ପ୍ରସ୍ତୁତ ହୋଇଗଲା ତୁଳସୀ ପତ୍ର ଚା’ । ମହୁ ଓ ଲେମ୍ବୁ ରସ ପକାଇ ପିଅନ୍ତୁ ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories