Browsing Tag

winter

ଆଜିଠୁ କମିବ ବର୍ଷା, ବଢିବ ଶୀତ: ଜାରି ରହିବ କୋହଲା ପାଗ

ଭୁବନେଶ୍ବର : ଆଜିଠୁ କମିବ ବର୍ଷା, ବଢିବ ଶୀତ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପୂର୍ବ-ଉତ୍ତର-ପୂର୍ବ ଦିଗରେ ଗତି କରୁଛି। ଗତ ୬ ଘଣ୍ଟାରେ ୮କି.ମି ବେଗରେ ଅବପାତ ଗତି କରୁଥିବା ବେଳେ ଶନିବାର…
Read More...

ଆଜିଠୁ କମିବ ଶୀତ : ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା

ଭୁବନେଶ୍ବର/ବାରିପଦା : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଜାଡ଼ ଅନୁଭୂତ ହୋଇଛି। ମଧ୍ୟରାତିରୁ ଜାଡ଼ର ପ୍ରଭାବ ବଢ଼ୁଥିବାବେଳେ ଅପରାହ୍ଣରୁ ପୁଣି ଶୀତ ପ୍ରକୋପ ବଢ଼ୁଛି। ସକାଳର କାଲୁଆ ପବନ ଦେହ ଥରାଇ ଦେଉଥିବାବେଳେ…
Read More...

ଭୁବନେଶ୍ଵରରେ ଚଳିତ ବର୍ଷର ରେକର୍ଡ ତାପମାତ୍ରା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକରେ ସ୍ଥିତି ସମ୍ପୂର୍ଣ୍ଣ ଅସମ୍ଭାଳ ହୋଇପଡିଛି। ୧୦ ଡିଗ୍ରୀ ତଳେ ରହିଛି ୧୧ ସହରର ତାପମାତ୍ରା। ରବିବାର ରାତିରେ ସବୁଠୁ ଥଣ୍ଡା ସହର ଭାବେ…
Read More...

ଖସୁଛି ପାରଦ, ବଢୁଛି ଶୀତ : ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ଵର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା। ବିଳମ୍ବରେ ହେଲେ ବି ରାଜ୍ୟରେ ଶୀତ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଆସନ୍ତା ସପ୍ତାହେ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ମୁଖ୍ୟତଃ ପାଗ ଶୁଖିଲା…
Read More...

ଆସନ୍ତାକାଲିଠୁ ବଢ଼ିବ ଶୀତ

ଭୁବନେଶ୍ବର : ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି।…
Read More...

ରାଜ୍ୟରେ ୨ ଦିନ ବଢ଼ିବ ଶୀତ: ୮ ଓ ୯ ତାରିଖରେ କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ବର: କିଛି ଦିନର ବିରତି ପରେ ପୁଣି ଶୀତ ଅନୁଭୂତ ହେବାକୁ ଯାଉଛି। ଆଗାମୀ ୨ ଦିନ ରାଜ୍ୟର ବିଭିନ୍ନ ଜିଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…
Read More...

୨ ଦିନ ପରେ ରାଜ୍ୟରେ ବଢିବ ଶୀତ: ଆଜି କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ସାମାନ୍ୟ ଶୀତ ବଢ଼ିବ। ସର୍ବନିମ୍ନ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଙ୍ଗଳବାର…
Read More...

ତିନି ଦିନ ଶୀତ : ୨୮ରୁ ୧ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ତିନିଦିନ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ପରବର୍ତ୍ତୀ ୨ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି…
Read More...

ଖସୁଛି ପାରଦ, ବଢୁଛି ଶୀତ: ୧୫ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ବର: ରାଜ୍ୟର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ରବିବାର ରାତିରେ ୧୫ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ଥିଲା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରହିଥିଲା। ସେମିଳିଗୁଡ଼ାରେ ୯.୧…
Read More...

ଦୀପାବଳିରୁ ଶୀତ ! ୨ ଡିଗ୍ରୀ କମିବ ରାତି ତାପମାତ୍ରା

ଭୁବନେଶ୍ବର : ସାରା ରାଜ୍ୟରେ ପାଗ ଆଂଶିକ ମେଘୁଆ ରହିଛି। କାଁ ଭାଁ  କିଛି ଅଞ୍ଚଳରେ ହାଲୁକା ବର୍ଷା ହେଉଛି। ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ। ଦୀପାବଳି ଦିନ ଉପକୂଳ ଓଡ଼ିଶାର କିଛି…
Read More...