Browsing Tag

UP

ଜେଲରୁ ଫେରି ଦୁଷ୍କର୍ମ ପୀଡ଼ିତାଙ୍କୁ ହଇରାଣ କରୁଥିଲା ଅଭିଯୁକ୍ତ, ଆତ୍ମହତ୍ୟା କରିଦେଲେ ନାବାଳିକା ପୀଡ଼ିତା

ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଭିଯୁକ୍ତ ଜେଲରୁ ଫେରି ତାଙ୍କୁ ବାରମ୍ବାର ହଇରାଣ କରୁଥିବାରୁ ଏଥିରେ ହତୋତ୍ସାହିତ ହୋଇ ନାବାଳିକା ଜଣକ ଏପରି ଚରମ ପଦକ୍ଷେପ ନେଇଛନ୍ତି।…
Read More...

ୟୁପିରେ ନିର୍ମାଣ ହେବ ଗ୍ରାଣ୍ଡ ଫିଲ୍ମ ସିଟି, ଲକ୍ଷ ଲକ୍ଷ ଲୋକ ପାଇବେ ନିଯୁକ୍ତି – ରବି କିଶନ

ନୂଆଦିଲ୍ଲୀ : ଯୋଗୀ ସରକାର ୟୁପିରେ ସବୁଠାରୁ ବଡ ଫିଲ୍ମ ସିଟି ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି। ଶୁକ୍ରବାର ଦିନ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ବହୁ…
Read More...

ବିଜେପିର ପୂର୍ବତନ ଜିଲା ସଭାପତିଙ୍କୁ ଗୁଳି କରି ହତ୍ୟା

ବାଗପତ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତା’ର ସହଯୋଗୀମାନଙ୍କୁ ପୁଲିସ ଏନ୍‌କାଉଣ୍ଟର କରିବା ପରେ ବି ଉତ୍ତରପ୍ରଦେଶରେ ଅପରାଧ କମିବାରେ ନାଁ ନେଉନାହିଁ। ପ୍ରତିଦିନ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜଘନ୍ୟ ହତ୍ୟାକାଣ୍ଡ…
Read More...

ଉତ୍ତରପ୍ରଦେଶ ପୂର୍ବ ସ୍ବାସ୍ଥ୍ୟମନ୍ତ୍ରୀ ଗୁହା ରାମ କରୋନାରେ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ସମାଜବାଦୀ ଦଳର ନେତା ଗୁହା ରାମ ଗୁରୁବାର କରୋନାରେ ମୃତ୍ୟୁବରଣ କରୁଥିଲେ । ସେ ଗତ କିଛିଦିନ ହେଲା ସ୍ଥାନୀୟ କିଙ୍ଗ ଜର୍ଜ ମେଡ଼ିକାଲ କଲେଜ ଓ ହସପିଟାଲରେ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୯ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଓ କାର ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ…
Read More...

୩ ରାଜ୍ୟରେ ସଡ଼କ ଦୁର୍ଘଟଣା, ୧୬ ଶ୍ରମିକଙ୍କ ମୃତ୍ୟୁ

ପାଟଣା/ଲକ୍ଷ୍ନୌ/ମୁମ୍ବଇ: ମଙ୍ଗଳବାର ୩ ରାଜ୍ୟରେ ପୃଥକ ସଡ଼କ ଦୁର୍ଘଟଣା ଘଟି ୧୬ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ମହୋବାଠାରେ ଓଲଟି ପଡ଼ିବାରୁ ୩ ମହିଳା…
Read More...

କରୋନା ଡର: ମୁମ୍ବଇରୁ ୧୫୦୦ କି.ମି. ଚାଲି ଚାଲି ଘରେ ପହଞ୍ଚିଲେ ଯୁବକ, ଦୂଆରମୁହଁରୁ ଫେରାଇଦେଲା ମା’

ବାରାଣସୀ: କରୋନା ଭୂତାଣୁକୁ ରୋକିବା ଲାଗି ଦେଶରେ ଲକଡାଉନ ଜାରି ହେବା ପରେ ବାହାର ରାଜ୍ୟ ବା ସହରରେ ରହୁଥିବା ଲୋକେ ଘରମୁହାଁ ହେଉଛନ୍ତି। କିଏ ସାଇକେଲ ଚଳାଇ ତ ଆଉ କି ଚାଲି ଚାଲି ଘରକୁ ଫେରୁଛନ୍ତି। କିନ୍ତୁ କରୋନା…
Read More...

ସୋନଭଦ୍ରରେ ୩୦୦୦ ଟନ୍‌ ନୁହେଁ, ମାତ୍ର ୧୬୦ କେଜି ସୁନା ମିଳିବ: ଜିଏସଆଇ

କଲକାତା/ସୋନଭଦ୍ର: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲାର ହରଦୀ ପାହାଡ଼ରୁ ୩୦୦୦ ଟନ୍‌ ନୁହେଁ, ମାତ୍ର ୧୬୦ କିଲୋଗ୍ରାମ ସୁନା ମିଳିବ। ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ(ଜିଏସଆଇ) ସଂସ୍ଥା ଶନିବାର ଏହା କହିଛି। ଏହା ସହିତ…
Read More...