ବାପାର ଫର୍ଚୁନର ବନାମ ପୁଅର ସଫାରୀ, ରାସ୍ତା ମଝିରେ ହେଲା ଜୋରଦାର ଲଢ଼େଇ, ୫ ଜଣଙ୍କ ଉପରେ ଚଢ଼ାଇଲେ ଗାଡ଼ି
ସମାଜ ଡିଜିଟାଲ ଡେସ୍କ: ପରିବାର ଭିତରେ ଅନେକ ସମୟରେ ବିବାଦ ଦେଖାଦେଇଥାଏ। ହେଲେ ଏହି ବିବାଦର ଉଗ୍ର ରୂପ କିପରି ହୋଇଥାଏ ତାହା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଥାଣେ ସହରରେ। ବାପାର ଫର୍ଚୁନର ଏବଂ ପୁଅର ସଫାରି ଗାଡ଼ି…
Read More...
Read More...