Browsing Tag

sambalpur news

ଗ୍ୟାରେଜରୁ ଶିଶୁ ଶ୍ରମିକ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲା ଶ୍ରମ ବିଭାଗ, ପୁଲିସ ପ୍ରଶାସନ ଓ ସିଡି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଜମନକିରା ବ୍ଲକ ଅଞ୍ଚଳରେ ଶିଶୁ ଶ୍ରମିକ ନିୟୋଜିତ ଥିବା ଅଭିଯୋଗ ହୋଇ…
Read More...

ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ ଜିଲା ରୂପେ ଚୟନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ ସଂଦସୀୟ କ୍ଷେତ୍ର ବିକାଶ ଯୋଜନା ତଥା ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲା ଭାବରେ ଚୟନ କରିଛନ୍ତି । ଏ ନେଇ…
Read More...

ବିଜେପିରେ ଯୋଗଦେଲେ କଂଗ୍ରେସ ଅନୁସୂଚିତ ଜାତି ସେଲ ସଭାପତି ଅନୁପ ତରିଆ

ସମ୍ବଲପୁର: ସମ୍ବଲପୁର ଜିଲା କଂଗ୍ରେସ କମିଟିର ଅନୂସୂଚିତ ଜାତି (ଏସସି) ସେଲ ସଭାପତି ତଥା ଯୁବ ନେତା ଅନୁପ ତରିଆ ବିଜେପିରେ ଯୋଗ ଦେଇଛନ୍ତି। ରବିବାର ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଗସ୍ତରେ ଆସି…
Read More...

ଦେଶୀ ମଦ ଜବତ, ୨ ଗିରଫ

ସମ୍ବଲପୁର: ବେଆଇନ ଭାବରେ ଦେଶୀ ମଦ ଚାଲାଣ ସମୟରେ ଅବକାରୀ ବିଭାଗ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ପାଟ୍ରୋଲିଂ ସମୟରେ ଠେଲକୁଲି ଥାନା ଅନ୍ତର୍ଗତ ଶ୍ରଦ୍ଧାପାଲି…
Read More...

ରାଜସ୍ୱ ବିଭାଗ ଯଥାଶିଘ୍ର ବିନା ବାଧାରେ ତୃଣମୂଳସ୍ତରରେ ସେବା ଯୋଗାଇବାକୁ ଉଦ୍ୟମ କରିବ-ସୁରେଶ ପୂଜାରୀ

ସମ୍ବଲପୁର: ଓଡିଶା ସରକାରରେ ରାଜସ୍ୱ ମନ୍ତ୍ରୀ ରୂପେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଗସ୍ତରେ ଆସି ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି। ରାଜସ୍ୱ ମନ୍ତ୍ରୀ ଶ୍ରୀପୂଜାରୀ…
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର

ସମ୍ବଲପୁର: ସ୍ଥାନୀୟ ଯ୍ୟୁୁମୁରା ଥାନା ଅନ୍ତର୍ଗତ ଝାଙ୍କରପାଲି ଠାରେ ଏକ ପାଉଁଶ ଇଟା ବୋଝେଇ ଟ୍ରକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି। ରବିବାର ମାନେଶ୍ୱର ଅଞ୍ଚଳରୁ ଏକ ଟ୍ରାକ୍ଟରରେ ପାଉଁଶ ଇଟା ବୋଝେଇ ହୋଇ ଭବାନିପାଲି…
Read More...

୨୪ରେ ୧୯୮୦ ଛାତ୍ର ଆନ୍ଦୋଳନର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନ ଗଙ୍ଗାଧର ମେହେର କଲେଜରୁ ୧୯୮୦ ମସିହାରେ ଐତିହାସିକ ଛାତ୍ର ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ଗଙ୍ଗାଧର ମେହେର କଲେଜ ଛାତ୍ର ସଂସଦର ତତ୍କାଳୀନ ସଭାପତି…
Read More...

ସମ୍ବଲପୁରର ସାମଗ୍ରିକ ବିକାଶ ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍‌‌ :ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁରରେ ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସୁଧୁରାଯିବ । ଏଥିପାଇଁ ଦୀର୍ଘ ଆଦୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ବିଶେଷ ଭାବରେ…
Read More...

୨ ଜଣଙ୍କ ଘର ଭାଙ୍ଗିଲା ବଣୁଆ ହାତୀ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂହଗଡ ପଞ୍ଚାୟତର ବସିଆପଡାଠାରେ ବଣୁଆହାତୀ ଉପଦ୍ରବ କରି ଗ୍ରାମର ୨ ଜଣଙ୍କ ଘର ଭାଙ୍ଗିଥିବା ଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ ବହୁମାସ ହେବ ବଣୁଆ ହାତୀଙ୍କ ଉପଦ୍ରବ…
Read More...

ସମ୍ବଲପୁର ପାନ୍ଥ ନିବାସରେ ରଜ ମଉଜ

ସମ୍ବଲପୁର: ସମ୍ବଲପୁର ପାନ୍ଥ ନିବାସଠାରେ ରଜ ମଉଜ ୨୦୨୪ ଉଦଘାଟିତ ହୋଇଯାଇଛି। ପାନ୍ଥନିବାସରେ ଠାରେ ୩ ଦିନିଆ ରଜମଉଜ କାର୍ଯ୍ୟକ୍ରମକୁ ପଯ୍ୟଟନ ବିଭାଗ କାର୍ୟ୍ୟାଳୟ ସମ୍ବଲପୁର ଓଏସଡି ହେମନ୍ତ କୁମାର ପ୍ରଧାନ ଉଦଘାଟନ…
Read More...