Browsing Tag

rourkela news

ଓଡ଼ିଶାରେ ଗଡ଼ିଲା ୨ଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାକୁ ମିଳିଛି ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ। ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ରାଉରକେଲା ଷ୍ଟେସନରେ ଏ ନେଇ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ…
Read More...

ଲୋକୋ ପାଇଲଟଙ୍କୁ ଅପହରଣ ପରେ ଲୁଟ, ୩ ଗିରଫ

ରାଉରକେଲା: ଜଣେ ଲୋକୋ ପାଇଲଟଙ୍କୁ ଅପହରଣ କରିବା ପରେ ତାଙ୍କଠାରୁ ଲୁଟ କରିବା ଘଟଣାରେ ରାଉରକେଲା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସମସ୍ତଙ୍କୁ ଭୁବନେଶ୍ଵରରୁ ଗିରଫ କରିଥିବା ସୂଚନା ମିଳିଛି। ଲୁଟର ଶିକାର…
Read More...

ଅସ୍ୱାଭାବିକ ମୃତ୍ୟୁର ତଦନ୍ତ ହେବ, ଖରାରେ କାମ ନ କରିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମ ଓଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତ ହେବ। ଜନସ୍ୱାସ୍ଥ୍ୟ ବିଭାଗ ଶୁକ୍ରବାର ଏ ନେଇ ନିର୍ଦ୍ଦେଶ ଜାରି କରିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏହାର ତଦନ୍ତ କରିବେ। ମୃତଦେହଗୁଡ଼ିକର…
Read More...

ଜୁଲାଇରୁ ବିଜୁଳି ବିଲ୍‌ ଆସିବନି: ରାଉରକେଲାରେ ପ୍ରଚାର ବେଳେ ପୁଣି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆସନ୍ତା ଜୁଲାଇରୁ ବିଜୁଳି ବିଲ୍‌ ଆସିବନି। ବିଜେଡି ସରକାର ବିଜୁଳ ମାଗଣା ଦେବ ବୋଲି ବୋଲି ରାଉରକେଲାରେ ବୁଧବାର ହାଇଭୋଲଟେଜ୍‌ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।…
Read More...

ସମ୍ଭାବ୍ୟ ଦୁର୍ବିପାକ ମୁକାବିଲା ପାଇଁ ରାଉରକେଲାରେ ଏନଡିଆରଏଫ ଟିମର ମକଡ୍ରିଲ

ରାଉରକେଲା : ସମ୍ଭାବ୍ୟ ଦୁର୍ବିପାକକୁ ମୁକାବିଲା କରିବା ପାଇଁ ଏନଡିଆରଏଫ ଟିମ ତରଫରୁ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଏକ ମକଡ୍ରିଲର ଆୟୋଜନ କରାଯାଇଥିଲା। ରାଉରକେଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମର ମିଳିତ ସହଯୋଗରେ…
Read More...

ରାଉରକେଲାରେ ଏନକାଉଣ୍ଟର ; ଅପରାଧୀ ଠାରୁ ଏକେ -୪୭ ରାଇଫଲ୍‍ ଜବତ

ରାଉରକେଲା : ରାଉରକେଲାର ଚାନ୍ଦିପୋଷ ଥାନା ଅଞ୍ଚଳରେ ଆଜି ଏକ ବଡ ଧରଣର ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ତାକୁ ଉଦ୍ଧାର କରାଯାଇ ଆରଜିଏଚରେ ଭର୍ତ୍ତି କରାଯାଇଛି। ସେହି ଅପରାଧୀ ଠାରୁ…
Read More...

ଆରଏସପି ଭିତରେ ଦୁର୍ଘଟଣା, ଠିକା ଶ୍ରମିକ ମୃତ

ରାଉରକେଲା (ବ୍ୟୁରୋ): ବ୍ଲାଷ୍ଟ ଫର୍ନାଶ ୧ ର ସ୍ଲାଗ ନିର୍ଗମାନ ବେଲ୍ଟରେ ଫସିଯାଇ ଆଜି ସକାଳେ ଘରୋଇ ଠିକା ସଂସ୍ଥା ଟିଡି କନଷ୍ଟ୍ରକସନର କର୍ମଚାରୀ ତଥା ଦେବଗଡ଼ ଜିଲ୍ଲାର ମୂଳ ବାସିନ୍ଦା ଗଣଶିର ମୁଣ୍ଡାରୀ (୨୨)ମୃତ୍ୟୁ…
Read More...

ଡକାୟତି ଯୋଜନା ପଣ୍ଡ ; ୩ ଗିରଫ

ରାଉରକେଲା :  ରାଉରକେଲା ପୁଲିସ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି। ଏହି ଘଟଣା ସମ୍ପର୍କରେ ପୁଲିସ ଆଜି ସୂଚନା ଦେଇଛି। ପୁଲିସର ସୂଚନା ଅନୁସାରେ ଗତକାଲି ଅର୍ଥାତ ବୁଧବାର ରାତିରେ ସହରର ଏକ…
Read More...

ପଲସରରେ ଆସି ଲୁଟିଲେ ୮ ଲକ୍ଷ

ରାଉରକେଲା : ରାଉରକେଲା ସେକ୍ଟର -୧୯ ଥାନା ନିକଟରେ ଆଜି ଏକ ବଡ ଧରଣର ଲୁଟ ହୋଇଛି। ପଲସରରେ ଆସି ଦୁର୍ବୃତ୍ତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କ…
Read More...

ସଡ଼କ ଦୁର୍ଘଟଣା ; ଚାଳକ ଆହତ

ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥ ବାଲୁଘାଟ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ ରେ ରାସ୍ତା ସମ୍ପ୍ରସାରଣ  କାମ ଜାରି ରହିଛି। ରାସ୍ତା କାମ  କରୁଥିବା ଠିକା ସଂସ୍ଥା ତଥା ଏହାର ଦାୟିତ୍ୱ ରେ ଥିବା…
Read More...