Browsing Tag

rengalicamp news

ହୋଟେଲର ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର

ରେଙ୍ଗାଲିକେମ୍ପ  : ଅତାବିରା ୫୩ନମ୍ୱର୍ ଜାତୀୟ ରାଜପଥ କଡ଼ରେ ରହିଥିବା  ଲଜ୍ ରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।  ସେ ହେଲେ ସୁନ୍ଦରଗଡ ଜିଲ୍ଲା କିରେଇ ଗ୍ରାମର ବାବୁଲି ନାଏକ (୩୬) ।   ଲଜ ର ବୁକିଂ…
Read More...

ଚାଷୀଙ୍କ ମନୋବଳକୁ ଦୃଢୀଭୂତ କଲା ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ବନ୍ଧୁ ମିଳନ

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଠାରେ ଓଡିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖାର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷର ଏହି ସଂଗଠନ ରେ ଜଡିତ ରହିଥିବା ଦିବଂଗତ…
Read More...

ତିନି ମୋବାଇଲ ଚୋର ଗିରଫ

ରେଙ୍ଗାଲିକେମ୍ପ : ଅତାବିରା ପୁଲିସ ହାତରେ ଧରାପଡ଼ିଛନ୍ତି ତିନିଜଣ ମୋବାଇଲ ଚୋର। ପୁଲିସ ସୂତ୍ରରୁ ଜଣା ପଡ଼ିଛି , ଗତ ଡିସେମ୍ବର ୩୦ ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟ ସମୟରେ ଅତାବିରା ବ୍ଲକ ଲଚିଦା ( ଦର୍ଲିପାଲି)ର…
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁମୋଦିତ ଡାକ୍ତରଖାନାକୁ ବରଗଡ଼ ଜିଲ୍ଲାପାଳଙ୍କ ପରିଦର୍ଶନ

ରେଙ୍ଗାଲିକେମ୍ପ : ରାଜ୍ୟରେ ଜନସାଧାରଣଙ୍କ ଜୀବନଯାପନ ପ୍ରଣାଳୀ ଓ ସ୍ବାସ୍ଥ୍ୟ ବସ୍ଥାରେ ସୁଧାର ଆଣିବା ତଥା ସାମ୍ପ୍ରତିକ କରୋନା ମହାମାରୀ ରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ବିଜୁ…
Read More...

ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

ରେଙ୍ଗାଲିକେମ୍ପ : ଓମିକ୍ରନ୍ (କରୋନା ) ର ପୁନଃ ସଂକ୍ରମଣ ବୃଦ୍ଧି କୁ ଦୃଷ୍ଟିରେ ଲୋକଙ୍କୁ ପୁଣି ସଚେତନ କରିବା ଜରୁରୀ ହୋଇପଡିଛି। କାରଣ ଜନ ସାଧାରଣ ଏଥି ପ୍ରତି ସଚେତନ ହେଉ ନାହାନ୍ତି। ଅବହେଳା ଯୋଗୁଁ ସଂକ୍ରମିତଙ୍କ…
Read More...

ଅତାବିରାରେ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମର ଶିଳାନ୍ୟାସ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ ଏ ସି ସ୍ଥିତ ଦୁର୍ଗା ମନ୍ଦିର ପଛପଟେ ତଥା ଶିବ ମନ୍ଦିର ପାଖରେ ସରକାରଙ୍କ ୬କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବ ଏକ ଇଣ୍ଡୋର ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି…
Read More...

ଅତାବିରାରେ ସ୍ବଚ୍ଛତା ସର୍ବେକ୍ଷଣ ଓ ବର୍ଜ୍ୟବସ୍ତୁ ସୁପରିଚାଳନା ଉପରେ ଆଲୋଚନାଚକ୍ର

ରେଙ୍ଗାଲିକେମ୍ପ : ଅତାବିରା ଏନ୍ ଏ ସି ରେ ୨୦୨୨ସ୍ୱଚ୍ଛ ସର୍ଭେ କୁ ନେଇ ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାସାଗର ଙ୍କ ଅଧ୍ୟକ୍ଷତାରେ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହାକୁ କର୍ମଚାରୀ…
Read More...

୫ଟିରେ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟର ଶିଳାନ୍ୟାସ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ : ରାଜ୍ୟ ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ ଯୋଜନା ସ୍ୱରୂପ ଅତାବିରା ବ୍ଲକ ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ସମେତ ୧୪…
Read More...

ଟ୍ରକଚାଳକଙ୍କୁ ଲୁଟ୍ ଘଟଣା ; ଦୁଇ ଗିରଫ

ରେଙ୍ଗାଲିକ୍ୟାମ୍ପ  : ଟ୍ରକ୍ ଚାଳକଙ୍କୁ ଆକ୍ରମଣ କରି ଲୁଟ୍ କରୁଥିବା ଦୁଇ ଜଣ ଯୁବକଙ୍କୁ ଅତାବିରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଅତାବିରା ବ୍ଲକ ଗୋଡଭଗା ସମଲେଶ୍ଵରୀ ମନ୍ଦିର…
Read More...

ଅଦିନିଆ ବର୍ଷା ସହ କୁଆପଥର ମାଡରେ ଉଜୁଡ଼ିଲା ଫସଲ

ରେଙ୍ଗାଲିକ୍ୟାମ୍ପ :ଅଦିନିଆ ବର୍ଷା ସହ କୁଆପଥର ମାଡରେ ଚାଷୀ ଫସଲ ଉଡୁଡି ଯାଇଛି। ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ଭିଜୁଛି। କୁଆ ପଥର ମାଡରେ ଏକର ଏକର ପନିପରିବା ନଷ୍ଟ ହୋଇଯାଇଛି । ଦୁଇଦିନ ଦିନ ଧରି…
Read More...