Browsing Tag

patana news

କେନ୍ଦୁଝର ସାହାରପଡାବ୍ଲକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ପାଟଣା  : କେନ୍ଦୁଝର ଜିଲ୍ଲା ସାହାରପଡାବ୍ଲକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ ହେଲା ଏହି ବ୍ଲକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇନଥିଲା। ବିଜେପି ବ୍ଲକ ଅଧ୍ୟକ୍ଷା ଥିବା…
Read More...

କୂଅରେ ପଡ଼ି ୫ ବର୍ଷର ଶିଶୁ ପୁତ୍ର ମୃତ

ପାଟଣା :  ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ନିକଟ ଛତିଆ ଗ୍ରାମରେ ଗତ ସନ୍ଧ୍ୟାରେ ଜଣେ ଶିଶୁ ଖେଳୁଥିବା ସମୟରେ ଘର ପଛ ପଟ କୂଅରେ ଖସି ପଡ଼ିବାରୁ ତାହାର ଶୋଚନୀୟ ମୃତ୍ୟୁ ଘଟିଛି। ଛତିଆ ଗ୍ରାମର ବସନ୍ତ ସିଂହ ଙ୍କ ପୁଅ…
Read More...

ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ କିଆପଡା ବୈତରଣୀ କୂଳରେ ରାଜ୍ୟ ସରକାରଙ୍କ ବିଜୁ କୃଷକ ବିକାଶ ଯୋଜନା ରେ ପାଖାପାଖି ୨୫ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ କିଆପଡା ୧ ନମ୍ବର ଉଠା ଜଳସେଚନ ପ୍ରକଳ୍ପକୁ…
Read More...

ଭାରସାମ୍ୟ ହରାଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ର ସ୍ବାମ ନାଳ ନିକଟରେ ଆଜି ଭୋର ରୁ ଏକ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିନିଟ୍ରକଟି ଜାମସେଦପୁର…
Read More...

ଅଙ୍କୁରାରେ କୁକୁଡ଼ା ଫାର୍ମ କରାଇ ନ ଦେବାକୁ ଗ୍ରାମବାସୀ ବିରୋଧ

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମରେ ସାଧାରଣ ଜନ ଜୀବନ ପ୍ରଭାବିତ ନହେବା ପାଇଁ ଏଠାରେ କୁକୁଡ଼ା ଫାର୍ମ ସ୍ଥାପନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି…
Read More...

ସ୍ୱାମ ଶାସନରେ ବିଶ୍ଵଶାନ୍ତି ଗୀତା ଯଜ୍ଞ

ପାଟଣା :  ସମଗ୍ର ବିଶ୍ୱର କଲ୍ୟାଣ ଓ ମହାମାରୀ ଦୁର କରିବା ପାଇଁ ପାଟଣା ପଞ୍ଚାୟତ ସମିତି ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସ୍ୱାମ ଶାସନ ଶିବ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵଶାନ୍ତି ଗୀତା ଯଜ୍ଞ ଧୁମଧାମରେ ଆଧ୍ୟାତ୍ମିକ…
Read More...

ଜାତି ଭିତ୍ତିକ ଜନଗଣନା କରାଯିବାକୁ କଂଗ୍ରେସ ନେତାଙ୍କ ଦାବି

ପାଟଣା : ପ୍ରତି ଦଶ ବର୍ଷରେ ହେଉଥିବା ସଦ୍ୟତମ ଜନଗଣନାରେ ଏସ.ଟି,ଏସ.ସି ବର୍ଗଙ୍କ ଭଳି ପଛୁଆ ବର୍ଗ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ଗଣନା କରାଗଲେ ସାମାଜିକ, ଅର୍ଥନୈତିକ ଏବଂ ଜାତିଭିତ୍ତିକର ବାସ୍ତବିକ…
Read More...

ବିଷ୍ଣୁ ପ୍ରସାଦ ଆଚାର୍ୟ୍ୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂଆ ପ୍ରକଳ୍ପ ନିର୍ଦ୍ଦେଶକ

ପାଟଣା : ଓଡ଼ିଶା ପ୍ରଶାସନିକ ସେବା ର ଜଣେ ଦକ୍ଷ ଓ ସଚ୍ଚୋଟ ଅଧିକାରୀ ଭାବେ ପରିଚିତ ବିଷ୍ଣୁ ପ୍ରସାଦ ଆଚାର୍ୟ୍ୟ ମଙ୍ଗଳବାର କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ୟ୍ୟ…
Read More...

କରୋନା କଟକଣା ପାଇଁ ହାଜିରା ପକାଉଛି ଖୋଲା ଝୁଲା

ପାଟଣା : ଚାଷୀ ମାନେ ଉତ୍ପାଦିତ ଧାନ ସରକାରଙ୍କୁ ବିକ୍ରି କରିବା ପାଇଁ ଏବେ ବହୁ ମୁଖି କୃଷକ ସେବା ସମବାୟ ସମିତି (ଲ୍ୟାମ୍ପ୍ସ୍) ମାନଙ୍କରେ ଚାଷୀ ପଞ୍ଜିକରଣ କାମ ଚାଲି ଥିବାରୁ ଏଠାକୁ ଚାଷୀ ମାନେ ଆସି ଗହଳି…
Read More...

ଶାରୀରିକ ଅକର୍ମଣ୍ୟଙ୍କୁ ଭତ୍ତା ଯୋଗାଇଦେବାକୁ ଏବିଡ଼ିଓଙ୍କୁ ଭେଟିଲେ ବିଜେପି ନେତା

ପାଟଣା : ଢେଙ୍କିକୋଟ ପଞ୍ଚାୟତ ଅଧିନସ୍ଥ ଲଙ୍ଗଳକଣ୍ଟି ଗ୍ରାମ ର କୌଶଲ୍ୟା ନାୟକ ଓ ମାଗୁଣି ଗିରି ଶାରୀରିକ ଭାବେ ଅକ୍ଷମ ଅଟନ୍ତି । ପୂର୍ବରୁ ପଞ୍ଚାୟତ ଓ କାର୍ୟ୍ୟଳୟ, ବ୍ଲକ କାର୍ୟ୍ୟଳୟ ଦଉଡ଼ି ଦଉଡ଼ି ଭତ୍ତା ପାଇଁ ଆବେଦନ…
Read More...