Browsing Tag

odisha

ଏହି ରାଶିର ଲୋକେ ନୂଆ କାରବାର କରିବା ସହ ଆର୍ଥିକ ଲାଭ ପାଇବେ

ମେଷ: ଈଶ୍ବର ବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଭକ୍ତିପୂତ ଆଦର, ସମ୍ମାନ ମିଳିବ। ସର୍ବତ୍ର ବିଜୟୀ ହେବେ। ବୃଷ: ଭାଗ୍ୟଶାଳୀ…
Read More...

ଲାଲାଜୀଙ୍କ ଦର୍ଶନ ଏବେ ବି ପ୍ରାସଙ୍ଗିକ: ବୈଜୟନ୍ତ

ନୂଆଦିଲ୍ଲୀ : ଦେଶର ସବୁବର୍ଗର ଲୋକଙ୍କୁ ନେଇ ଆଗକୁ ବଢ଼ିବା ଲାଗି ଲାଲା ଲଜପତ ରାୟଙ୍କ ମାର୍ଗଦର୍ଶନ ସାମ୍ପ୍ରତିକ ସମାଜ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ…
Read More...

ଡିଭାଇଡରରେ ପିଟି ହେଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜଳେଶ୍ଵର : ଡିଭାଇଡରରେ ପିଟି ହେଲା ବସ୍। ଅଳ୍ପକେ ବର୍ତ୍ତଲେ ୫୦ରୁ ଅଧିକ ଯାତ୍ରୀ। ବାଲେଶ୍ଵର ଜିଲ୍ଲା ଏନଏଚ୍-୧୬ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସଟି କୋଲକାତାରୁ ସୋରକୁ ଆସୁଥିଲା। ଏହି…
Read More...

୩ ହାତୀ ମୃତ୍ୟୁ ଘଟଣା : ପିସିସିଏଫ୍ କହିଲେ କର୍ମଚାରୀଙ୍କ ତ୍ରୁଟିରୁ ହୋଇଛି ମୃତ୍ୟୁ

ସମ୍ବଲପୁର : ଏକାସଙ୍ଗେ ୩ଟି ହାତୀଙ୍କ ମୃତ୍ୟୁ। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…
Read More...

ଭାରତ- ସିଙ୍ଗାପୁର ସମ୍ପର୍କକୁ ସୁଦୃଢ କରିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଛଅ ଦିନିଆ ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପ୍ରଥମ ଦିନରେ ରସାୟନ, ପେଟ୍ରୋ ରସାୟନ, ଅକ୍ଷୟ ଶକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ…
Read More...

ଚର୍ଚ୍ଚାରେ କୁନି କଳ୍‌କୀ ବାବା: ମାମଲା ରୁଜୁ କଲା ଶିଶୁ ସୁରକ୍ଷା ଆୟୋଗ

ଖଣ୍ଡଗିରି : ରାଜଧାନୀରେ ଜଣେ କୁନି କଳ୍‌କୀ ବାବାଙ୍କ ଫଟୋ ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ଦୁଇ ଦିନ ହେଲା ଖଣ୍ଡଗିରି ବାରିରେ ଥିବା ବୈକୁଣ୍ଠ ଧାମ ଆଶ୍ରମ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି। ରବିବାର କିଛି ସ୍ଥାନୀୟ ଲୋକ…
Read More...

ଶୀତରେ ଥରୁଛି କନ୍ଧମାଳ: ଜି.ଉଦୟଗିରିରେ ପାରଦ ୭ ଡିଗ୍ରୀ

ଫୁଲବାଣୀ/ଭୁବନେଶ୍ବର : ବିଳମ୍ବରେ ହେଲେ ମଧ୍ୟ ଚଳିତ ବର୍ଷ କନ୍ଧମାଳ ଜିଲାରେ ଶୀତ ପ୍ରକୋପ ଆରମ୍ଭ ହୋଇଛି। ରବିବାର ରାତିରେ କନ୍ଧମାଳରେ ସକାଳୁ କୋହଲା ପାଗ ସାଙ୍ଗକୁ କୁହୁଡି ଅନୁଭୁତ ହେଉଛି। ରବିବାର କନ୍ଧମାଳ ଜିଲା…
Read More...

ଖୁବ୍ ଶୀଘ୍ର ବଡ ଡାକ୍ତରଖାନାରେ ହୃତ୍‌ପିଣ୍ଡ ପ୍ରତିରୋପଣ

କଟକ :କଟକ ବଡ଼ ଡାକ୍ତରଖାନାରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ହୃତ୍‌ପିଣ୍ଡ ପ୍ରତିରୋପଣ। ଏଥିପାଇଁ ଶନିବାର ଚେନ୍ନଇର ମହାତ୍ମା ଗାନ୍ଧୀ ହେଲ୍‌ଥ କେୟାର ଇନଷ୍ଟିଚ୍ୟୁଟର (ଏମଜିଏମ )ଡାକ୍ତରୀ ଦଳ ଏସ୍‌ସିବି ମେଡ଼ିକାଲରେ ପହଞ୍ଚି…
Read More...

ବେଆଇନ ଭାବେ ଜମି ବିକ୍ରି ହୋଇଥିଲେ କଡା କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି। ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ରେତା ବିକ୍ରେତା ଓ ସମ୍ପୃକ୍ତ ସବ…
Read More...

ବାଲିଯାତ୍ରା ପଡିଆରେ ଖାଦ୍ୟ ଷ୍ଟଲ୍ ଉପରେ ଚଢାଉ କଲା ସିଏମସି

କଟକ: କଟକ ବାଲିଯାତ୍ରା ପଡ଼ିଆରେ କଟକ ମହାନଗର ନିଗମର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ୍ ମାନଙ୍କରେ ଚଢାଉ କରାଯାଇଛି। ବିଶେଷ କରି ବାସୀ ଖାଦ୍ୟ ,ରାସାୟନିକ ରଙ୍ଗ, ଅସ୍ୱାସ୍ଥ୍ୟକର ପରିବେଶ ଓ…
Read More...