Browsing Tag

odisha

୨୫ ପର୍ଯ୍ୟନ୍ତ ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମପୂରଣ ଅବଧି

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ଗତ ନଭେମ୍ବର…
Read More...

ହାତୀ ମୃତ୍ୟୁ ଘଟଣାରେ ଆକ୍ସନ୍: ୩ ବନ କର୍ମଚାରୀ ନିଲମ୍ବିତ, ୩ ଗିରଫ

ନାକଟିଦେଉଳ: ସମ୍ବଲପୁର ଜିଲା ରେଢାଖୋଲ ବନଖଣ୍ଡ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଘୋଷରାମାଳ ଫରେଷ୍ଟ ସେକ୍ସନର ବୁରୋମାଳ ଜଙ୍ଗଲରୁ ସୋମବାର ସକାଳୁ ଏକ ଛୁଆହାତୀ ସହ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାର୍‌ହା…
Read More...

ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବଢ଼ିବ: ମଙ୍ଗଳବାର ରାଶିଫଳ

ମେଷ: ଈପ୍‌ସିତ ଅର୍ଥ ପ୍ରାପ୍ତିରେ କୌଣସି ପ୍ରତିବନ୍ଧକ ଉପୁଜିବ ନାହିଁ।  ଶୁଭ କାର୍ଯ୍ୟ ପାଇଁ ଦିନଟି ଅନୁକୂଳ ରହିଛି। ଦେବ ଦର୍ଶନରେ ସମସ୍ତ ରିଷ୍ଟ ଖଣ୍ଡନ ହେବ। ଅଶାନ୍ତି ଦୂର ହେବ। ସରକାରୀ ସହାୟତା ମିଳିବ। ବୃଷ:…
Read More...

ମଣିପୁର ହିଂସାର ତଦନ୍ତ କରିବ ଏନଆଇଏ: ୧୯ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ

ନୂଆଦିଲ୍ଲୀ/ଇମ୍ଫାଲ : ମଣିପୁରରେ ଘଟିଥିବା ହିଂସାର ସାନି ତଦନ୍ତ ଦାୟିତ୍ବ ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଉପରେ ନ୍ୟସ୍ତ କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ମଣିପୁର ସ୍ଥିତି ସମୀକ୍ଷା କରାଯିବା…
Read More...

ଦିଲ୍ଲୀରେ ସଙ୍ଗୀନ୍ ବାୟୁ ପ୍ରଦୂଷଣ: ଆଜିଠୁ ସବୁ ସ୍କୁଲ ବନ୍ଦ, ଅନଲାଇନରେ ପାଠପଢା

ନୂଆଦିଲ୍ଲୀ : ସୋମବାର କ୍ରମାଗତ ଦ୍ବିତୀୟ ଦିନ ପାଇଁ ଦିଲ୍ଲୀର ବାୟୁ ପ୍ରଦୂଷଣସ୍ଥିତ ଅତି ସଂଗିନ (ସିଭିୟର ପ୍ଲସ୍‌) ରହିଛି। ଏପରିକି ସୋମବାର ଦିଲ୍ଲୀର ବାୟୁ ମାନକ ସୂଚୀ (ଏକ୍ୟୁଆଇ) ସର୍ବୋଚ୍ଚସ୍ତର ୪୮୬ରେ ପହଞ୍ଚିଛି।…
Read More...

୨୦ରୁ ବରଗଡ଼, ୨୨ରୁ ସମ୍ବଲପୁରରେ ଧାନକିଣା

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ବରଗଡ଼ ଓ ୨୨ରୁ ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ କରାଯିବ। ଧାନ ସଂଗ୍ରହ ସମୟରେ ଶସ୍ୟର ମାନ ପରୀକ୍ଷଣ ଲାଗି ପ୍ରଥମ ଥର ପାଇଁ ୨୦୦ଟି ମଣ୍ଡିଆରେ ସ୍ବୟଂକ୍ରିୟ ଶସ୍ୟ ମାନ ପରୀକ୍ଷଣ…
Read More...

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଡାକ୍ତର: ଘର, ଅଫିସ ସମେତ ୧୦ଟି ସ୍ଥାନରେ ଚଢାଉ

ଭବାନୀପାଟଣା: ଲାଞ୍ଚ ନେବା ବେଳେ ଧରାପଡିଲେ ଡାକ୍ତର। ଭବାନୀପାଟଣା ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ଦାସ ଜଣେ ଗର୍ଭବତୀ ମହିଳାଙ୍କ ସମ୍ପର୍କୀୟ…
Read More...

ବାଘ ଛାଲ ଜବତ, ୩ ବେପାରୀ ଅଟକ

ବାଙ୍ଗିରିପୋଷି :  ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ କଲରାପତରିଆ ବାଘ ଚମଡ଼ା ଜବତ ସହ ୩ ଅଟକ , ଅନ୍ୟ ଜଣେ ଫେରାର। ବନ ବିଭାଗ କୌଣସି ସୂତ୍ରରୁ ବାଘ ଛାଲ ବିକ୍ରି ହେଉଥିବାର ଖବର ପାଇ ବାଲିଖଣି ଗାଁ ରେ ଚଢ଼ାଉ…
Read More...

ଧାନ ବିଲରେ ଯୁବକଙ୍କୁ ଦଳି ଦେଲା ହାତୀ

ସମ୍ବଲପୁର : ଥମୁନି ହାତୀ ଆତଙ୍କ। ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି। ଆଜି ସମ୍ବଲପୁର ହାତୀବାରୀ ଟେଙ୍ଗୁପଡାରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ…
Read More...

ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି : ଆଇନ ମନ୍ତ୍ରୀ

ପୁରୀ : ଜାନୁଆରୀ ଶେଷ ସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ଗଣତି ମଣତି। ରତ୍ନ ଭଣ୍ଡାର ମରାମତି ସହ ଅଳଙ୍କାର ଗଣତିମଣିତି କାମ ମଧ୍ୟ ଶେଷ ହେବ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। କାର୍ତ୍ତିକ…
Read More...