Browsing Tag

Odisha govt

ବ୍ୟକ୍ତିଗତ ସଚିବ ଏବଂ ଓଏସଡି ନିଯୁକ୍ତି ପାଇଁ ନିର୍ଦେଶାବଳୀ ଜାରି

ସମାଜ ଡିଜିଟାଲ ଡେସ୍କ: ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ଓ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି(ଓଏସଡି) ଚୟନ ଏବଂ ନିଯୁକ୍ତି ପାଇଁ ନିର୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ଓ ସାଧାରଣ…
Read More...

ଛତିଶଗଡ଼ର ଆଉ ଏକ ଷଡ଼ଯନ୍ତ୍ର, ଅଣମୌସୁମୀରେ ଶୁଖିଲା ପଡ଼ିବ ମହାନଦୀ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦର ସମାଧାନ ହୋଇନାହିଁ। ଏହି ବିବାଦ ଜାରି ରହିଥିବାବେଳେ ପଡ଼ୋଶୀ ଛତିଶଗଡ଼ ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଛି। ମହାନଦୀର…
Read More...

୫ ପ୍ରସ୍ତାବକୁ କ୍ୟାବିନେଟ ମୋହର: ବଢ଼ିଲା ସର୍ବନିମ୍ନ ମଜୁରି, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି

ଭୁବନେଶ୍ଵର: ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସର୍ବନିମ୍ନ ମଜୁରିରେ ସଂଶୋଧନ କରାଯାଇଛି। ଏଣିକି ସର୍ବନିମ୍ନ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଣକୁଶଳୀ,…
Read More...

ବିଏସକେୱାଇରେ ଚିକିତ୍ସା ମିଳୁ ନ ଥିଲେ ଏହି ନମ୍ବରକୁ କରନ୍ତୁ ଯୋଗାଯୋଗ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଥିବା ଡାକ୍ତରଖାନାଗୁଡ଼ିକ କୌଣସି ରୋଗୀଙ୍କୁ ଫେରାଇ ପାରିବେ ନାହିଁ। ସରକାର ବଦଳିଯାଇଥିବା ଆଳରେ ରୋଗୀଙ୍କୁ…
Read More...

ଓଡ଼ିଶାରେ ବନ୍ଦ ହେବ ବିଏସକେୱାଇ, ଲାଗୁ ହେବ ଆୟୁଷ୍ମାନ ଭାରତ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ବୁଧବାର ଏ…
Read More...

ସ୍ବାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମପଞ୍ଚାୟତମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗର ମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି। ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା…
Read More...

ମହଙ୍ଗା ପଡ଼ିଲା ଦୁର୍ନୀତି: ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ଵର: ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଦୁର୍ନୀତି ଏବଂ ଅପାରଗତା ଯୋଗୁ ମଙ୍ଗଳବାର ରାଜ୍ୟର ୭ ଅଧିକାରୀଙ୍କୁ ସରକାର ବାଧ୍ୟତାମୂଳକ ଅବସର…
Read More...

ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ, ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ପ୍ରସ୍ତାବ

'ସମାଜ'ର ପ୍ରତିଷ୍ଠାତା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସାମଗ୍ରିକ ବିକାଶ ଓ ଉନ୍ନତିକରଣ ପାଇଁ ସାଢେ ଏଗାର କୋଟି ଟଙ୍କାର ପ୍ରକଳ୍ପକୁ ଐତିହ୍ୟ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ…
Read More...

ସରକାରଙ୍କ ବଡ଼ ଘୋଷଣା; କର୍ମକ୍ଷେତ୍ରରେ ମୃତ୍ୟୁ ଘଟିଲେ ଅଙ୍ଗନୱାଡ଼ି, ଆଶା କର୍ମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ଵର: କୋଭିଡ ଯୋଦ୍ଧା ଭାବେ ପରିଚିତ ଅଙ୍ଗନୱାଡ଼ି ଏବଂ ଆଶା କର୍ମୀମାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। କାର୍ଯ୍ୟରତ ସମୟରେ କୌଣସି ଅଙ୍ଗନୱାଡ଼ି କିମ୍ବା ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ…
Read More...

ନୂଆ ପଦ ସୃଷ୍ଟି ଉପରେ କଟକଣା; ମଞ୍ଜୁର ଖାଲି ପଦ ପୂରଣ ପ୍ରକ୍ରିୟା ଅବ୍ୟାହତ

ଭୁବନେଶ୍ବର: କରୋନା ଭୂତାଣୁ ଯୋଗୁ ରାଜ୍ୟ ରାଜକୋଷରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଗତ ମଙ୍ଗଳବାର ରୋକ୍‌ ଲଗାଇଥିଲେ। ତେବେ…
Read More...