Browsing Tag

odia news

ଆଜି ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ: ମଙ୍ଗଳବାର ରାଶିଫଳ

ମେଷ: ଗୁରୁ, ଗୁରୁଜନ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ନିକଟରେ ବିନୟାବନତ ଭାବ ପ୍ରଦର୍ଶନ କରିପାରନ୍ତି। ସରକାରୀ ଓ ବେସରକାରୀ ଅର୍ଥ ପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ସମ୍ମାନିତ ହେବେ। କର୍ମଠ ହେବେ। ବୃଷ:…
Read More...

ଆଖଣ୍ଡଳମଣିଙ୍କୁ ଲାଗି ହେଲା ଧନୁମୁଆଁ ଭୋଗ: ଏକ ମାସ ପାଇଁ ପହିଲି ଅନ୍ନନୀତି ଭୋଗ ଆରମ୍ଭ

ଆରଡି : ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ଧନୁମୁଆଁ ଭୋଗ। ମନ୍ଦିରରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ପୌଷମାସର  ପ୍ରଥମଦିନ ହୋଇଥିବାରୁ ମଣିବାବାଙ୍କୁ ଏକମାସ ଧରି  ପହିଲି…
Read More...

ଆଜି ଆଗତ ହେବ ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଧେୟକ

ନୂଆଦିଲ୍ଲୀ : ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଧେୟକକୁ ଆଜି ଲୋକସଭାରେ ଆଗତ କରିବା ଲାଗି କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏଥିପାଇଁ ବିଜେପି ଏହାର ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ଲାଗି ହୁଇପ୍‌ ଜାରି କରିଛି।…
Read More...

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି : ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ। ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ଦିନ ପ୍ରାୟ ୧୨ଟା ୩୦ରେ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଦୁଆର ଚାବି ଖୋଲାଯିବ ।…
Read More...

ଆସିବ ନୂଆ ବିସ୍ଥାପନ ଓ ଥଇଥାନ ନୀତି : ରାଜସ୍ଵ ମନ୍ତ୍ରୀ

ରାୟଗଡ଼ା : ଶିଳ୍ପାନୁଷ୍ଠାନ ଦ୍ୱାରା ବିସ୍ଥାପିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ସହାୟତା ପହଞ୍ଚିଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ। ରାଜ୍ୟସ୍ତରରେ ୨୦୦୬ ବିସ୍ଥାପନ ଓ ଥଇଥାନ ନୀତିକୁ ଆମେ…
Read More...

ଇଣ୍ଡିଆନ ଆଇଡଲ୍‌ ଶ୍ରେଷ୍ଠ ୧୪ରେ ଓଡ଼ିଆ ପୁଅ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ : ମ୍ୟୁଜିଜ ରିୟଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ରେ ଓଡ଼ିଆ ତଥା କଟକ ପୁଅ ଜ୍ୟୋତି ପ୍ରକାଶ ଓଝା ଶ୍ରେଷ୍ଠ ୧୪ରେ ସ୍ଥାନ ପାଇଛନ୍ତି। ଏଥିପାଇଁ ଜ୍ୟୋତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଶୁଭେଚ୍ଛା…
Read More...

ରୂପା କପ୍‌ରେ ସୁନା ଚା’: ଦାମ୍ ଶୁଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ : ଚା , ଏହି ନାମ ସହିତ ସମେସ୍ତ ପରିଚିତ। ଅଧିକାଂଶ ଲୋକ ଚା ରୁ ହିଁ ନିଜର ଦିନ ଆରମ୍ଭ କରିଥାନ୍ତି। ସାଧାରଣତଃ ରାସ୍ତାକଡରେ ଥିବା ଢାବା କୁହଁ ବା ପଞ୍ଚତାରକା ହୋଟେଲ। ସବୁଠୁ ଉପଲବ୍ଧ ରହିଥାଏ ଚା। ଭିନ୍ନ…
Read More...

ଭୁବନେଶ୍ଵରରେ ଚଳିତ ବର୍ଷର ରେକର୍ଡ ତାପମାତ୍ରା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକରେ ସ୍ଥିତି ସମ୍ପୂର୍ଣ୍ଣ ଅସମ୍ଭାଳ ହୋଇପଡିଛି। ୧୦ ଡିଗ୍ରୀ ତଳେ ରହିଛି ୧୧ ସହରର ତାପମାତ୍ରା। ରବିବାର ରାତିରେ ସବୁଠୁ ଥଣ୍ଡା ସହର ଭାବେ…
Read More...

ହାତୀ ଦାନ୍ତ ଜବତ କରି ଫେରିବାବେଳେ ବନ କର୍ମଚାରୀଙ୍କ ଗାଡିକୁ ଗୁଳିମାଡ, ୫ ଅଟକ

ମୁନିଗୁଡା : ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ। ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ସୂଚନା ମୁତାବକ ଆଜି ବନ ବିଭାଗ ଟିମ୍ ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ…
Read More...

ଓଲଟିଲା ଯାତ୍ରୀବାହୀ ବସ୍, ୧୦ରୁ ଅଧିକ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୫୭ ନଂ ଜାତୀୟ ରାଜପଥ ବାଘମାରୀ ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ବାଘମାରୀ-ବେଗୁନିଆ ରାସ୍ତାରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ରାସ୍ତାକଡକୁ ଓଲଟିପଡିଛି। ଏଥିରେ ୧୦ରୁ ଅଧିକ…
Read More...