Browsing Tag

odia news

ଧାନ ବିଲରେ ଯୁବକଙ୍କୁ ଦଳି ଦେଲା ହାତୀ

ସମ୍ବଲପୁର : ଥମୁନି ହାତୀ ଆତଙ୍କ। ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି। ଆଜି ସମ୍ବଲପୁର ହାତୀବାରୀ ଟେଙ୍ଗୁପଡାରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ…
Read More...

ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି : ଆଇନ ମନ୍ତ୍ରୀ

ପୁରୀ : ଜାନୁଆରୀ ଶେଷ ସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ଗଣତି ମଣତି। ରତ୍ନ ଭଣ୍ଡାର ମରାମତି ସହ ଅଳଙ୍କାର ଗଣତିମଣିତି କାମ ମଧ୍ୟ ଶେଷ ହେବ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। କାର୍ତ୍ତିକ…
Read More...

ଏହି ରାଶିର ଲୋକେ ନୂଆ କାରବାର କରିବା ସହ ଆର୍ଥିକ ଲାଭ ପାଇବେ

ମେଷ: ଈଶ୍ବର ବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଭକ୍ତିପୂତ ଆଦର, ସମ୍ମାନ ମିଳିବ। ସର୍ବତ୍ର ବିଜୟୀ ହେବେ। ବୃଷ: ଭାଗ୍ୟଶାଳୀ…
Read More...

ଲାଲାଜୀଙ୍କ ଦର୍ଶନ ଏବେ ବି ପ୍ରାସଙ୍ଗିକ: ବୈଜୟନ୍ତ

ନୂଆଦିଲ୍ଲୀ : ଦେଶର ସବୁବର୍ଗର ଲୋକଙ୍କୁ ନେଇ ଆଗକୁ ବଢ଼ିବା ଲାଗି ଲାଲା ଲଜପତ ରାୟଙ୍କ ମାର୍ଗଦର୍ଶନ ସାମ୍ପ୍ରତିକ ସମାଜ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ…
Read More...

ଡିଭାଇଡରରେ ପିଟି ହେଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜଳେଶ୍ଵର : ଡିଭାଇଡରରେ ପିଟି ହେଲା ବସ୍। ଅଳ୍ପକେ ବର୍ତ୍ତଲେ ୫୦ରୁ ଅଧିକ ଯାତ୍ରୀ। ବାଲେଶ୍ଵର ଜିଲ୍ଲା ଏନଏଚ୍-୧୬ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସଟି କୋଲକାତାରୁ ସୋରକୁ ଆସୁଥିଲା। ଏହି…
Read More...

୩ ହାତୀ ମୃତ୍ୟୁ ଘଟଣା : ପିସିସିଏଫ୍ କହିଲେ କର୍ମଚାରୀଙ୍କ ତ୍ରୁଟିରୁ ହୋଇଛି ମୃତ୍ୟୁ

ସମ୍ବଲପୁର : ଏକାସଙ୍ଗେ ୩ଟି ହାତୀଙ୍କ ମୃତ୍ୟୁ। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…
Read More...

ଭାରତ- ସିଙ୍ଗାପୁର ସମ୍ପର୍କକୁ ସୁଦୃଢ କରିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଛଅ ଦିନିଆ ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପ୍ରଥମ ଦିନରେ ରସାୟନ, ପେଟ୍ରୋ ରସାୟନ, ଅକ୍ଷୟ ଶକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ…
Read More...

ଚର୍ଚ୍ଚାରେ କୁନି କଳ୍‌କୀ ବାବା: ମାମଲା ରୁଜୁ କଲା ଶିଶୁ ସୁରକ୍ଷା ଆୟୋଗ

ଖଣ୍ଡଗିରି : ରାଜଧାନୀରେ ଜଣେ କୁନି କଳ୍‌କୀ ବାବାଙ୍କ ଫଟୋ ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ଦୁଇ ଦିନ ହେଲା ଖଣ୍ଡଗିରି ବାରିରେ ଥିବା ବୈକୁଣ୍ଠ ଧାମ ଆଶ୍ରମ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି। ରବିବାର କିଛି ସ୍ଥାନୀୟ ଲୋକ…
Read More...

ଶୀତରେ ଥରୁଛି କନ୍ଧମାଳ: ଜି.ଉଦୟଗିରିରେ ପାରଦ ୭ ଡିଗ୍ରୀ

ଫୁଲବାଣୀ/ଭୁବନେଶ୍ବର : ବିଳମ୍ବରେ ହେଲେ ମଧ୍ୟ ଚଳିତ ବର୍ଷ କନ୍ଧମାଳ ଜିଲାରେ ଶୀତ ପ୍ରକୋପ ଆରମ୍ଭ ହୋଇଛି। ରବିବାର ରାତିରେ କନ୍ଧମାଳରେ ସକାଳୁ କୋହଲା ପାଗ ସାଙ୍ଗକୁ କୁହୁଡି ଅନୁଭୁତ ହେଉଛି। ରବିବାର କନ୍ଧମାଳ ଜିଲା…
Read More...

ଅପରାହ୍ନ ୪ଟା ମୁଖ୍ୟ ଖବର

ବାଣୀବିହାର ରେଳ ଷ୍ଟେସନ ନିକଟ ରେଳଧାରଣା ପାଖରୁ ମୃତଦେହ ଜବତ.. ଶରୀରରେ ଅନେକ କ୍ଷତିଚିହ୍ନ ରହିଥିବା ସୂଚନା.. ମୃତଦେହ ଜବତ କରି ତଦନ୍ତ କରୁଛି ପୁଲିସ.. ଆପ୍‌କୁ ଶକ୍ତ ଝଟ୍‌କା.. ଦଳ ଛାଡ଼ିଲେ ଦିଲ୍ଲୀର ପରିବହନ…
Read More...