Browsing Tag

news

ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଥାନା ନିକଟ ରାସ୍ତାଉପରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିବା ନେଇ ଶନିବାର ଜଣାପଡ଼ିଛି। ଯୁବକଙ୍କ ପରିଚୟ ଏଯାବତ ମିଳିପାରି ନାହିଁ। ମୃତଦେହ ନିକଟରେ ରକ୍ତ ଭିଜା ଏକ…
Read More...

ଆଜି ପବିତ୍ର ବଡଓଷା ;ଖାଁ ଖାଁ ଶୈବପୀଠ

ଭୁବନେଶ୍ୱର : ଆଜି ହେଉଛି ପଞ୍ଚୁକର ୪ର୍ଥ ଦିନ ଓ ପବିତ୍ର ବଡଓଷା। ଏହି ଅବସରରେ କୋଭିଡ ନିୟମ ଅନୁଯାୟୀ କେବଳ ମନ୍ଦିରରେ ନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଜାରି…
Read More...

୫ ଦିନ ହେଲା କନ୍ଧମାଳ ଶୀତରୁ ଗାଏବ

ଫୁଲବାଣୀ : ଶୀତ ପାଇଁ ବେଶ୍ ପରିଚିତ କନ୍ଧମାଳ ଜିଲାରୁ ଗତ ୫ ଦିନ ହେଲା ଶୀତ ଗାଏବ ହୋଇଯାଇଛି। ଗତ  ବର୍ଷ ଏହି ସମୟରେ ଯେଉଁଭଳି ଭାବେ ଶୀତ ଅନୁଭୁତ ହେଉଥିଲା ଚଳିତ ବର୍ଷ ତାହାର ବିପରୀତ ପରିସ୍ଥିତି ସୃଷ୍ଟି ହୋଇଛି।…
Read More...

ମହଙ୍ଗା ପଡ଼ିଲା ରେଳରୁ କୋଇଲା ଚୋରି ; ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର

ଲଖନପୁର : ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳ ଆନ୍ତର୍ଗତ ନୂଆପଡ଼ାଠାରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ମାଲବାହୀ ରେଳରୁ କୋଇଲା ଚୋରି କରିବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି । ଏଥିରେ ରେଳର ବିଦ୍ୟୁତ୍‌ ଆଘାତରେ…
Read More...

ରେଳବାଇ ଓ ପ୍ରଶାସନ ମଧ୍ୟରେ ରହୁନାହିଁ ସମନ୍ୱୟ

ରାଉରକେଲା : ଭୁବନେଶ୍ୱର ପରେ ରାଉରକେଲା ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା ପାଇଲା। ସ୍ମାର୍ଟସିଟିରେ ଷ୍ଟେସନର ବିକାଶ ଏକ ପ୍ରମୁଖ ଦିଗ ବୋଲି ଧରାଯାଉଛି। ଭୁବନେଶ୍ୱର ସ୍ମାର୍ଟ ସିଟିର ଦ୍ୱିତୀୟ ପ୍ରବେଶ ପଥ ସହିତ…
Read More...

ତୁର୍କୀ ଓ ଗ୍ରୀସରେ ଭୂ-କମ୍ପ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ଇଷ୍ଟାବୁଲ୍‍ : ତୁର୍କୀ ଓ ଗ୍ରୀସରେ ହୋଇଥିବା ବଡ ଧରଣର ଭୂମିକମ୍ପ ଓ ସୁନାମିରେ ବହୁ ଧନଜୀବନ ନଷ୍ଟ ହୋଇଛି। ଭୂମିକମ୍ପରେ ଗ୍ରୀସରେ ସୁନାମି ଆସିଥିବା ହେତୁ ତୁର୍କୀରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇଯାଇଛି। ଏବେ ସୁଦ୍ଧା…
Read More...

୯୫ ବୟସରେ ଓଡିଶୀ ନୃତ୍ଯ ଗୁରୁ ଧ୍ରୁବ ଚରଣ ବାରିକଙ୍କ ପରଲୋକ

ସୋର: ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଧ୍ରୁବ ଚରଣ ବାରିକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା  ସେ ଗତ କିଛିଦିନ ତଳେ କରୋନା ରୋଗରୁ ମୁକ୍ତ ହୋଇ ଘରକୁ ଫେରିଥିଲେ। ୧୯୭୫ ମସିହାରେ ଜନତା କଳା…
Read More...

ବଜରଙ୍ଗ ଦଳ ପକ୍ଷରୁ ହନୁମାନ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ଗଡ଼ମଧୁପୁର: ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଧର୍ମଶାଳା ଶାଖା ପକ୍ଷରୁ ଧର୍ମଶାଳା ବ୍ଲକ ଜେନାପୁର ହନୁମାନ ମନ୍ଦିର ପରିଷରରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଆଜି ଦିନ ୧୦ ଘଟିକା ସମୟରେ ପ୍ରଖଣ୍ଡ ପକ୍ଷରୁ…
Read More...

ବାୟୁସେନାର ୮୮ତମ ପ୍ରତିଷ୍ଠା ଦିବସ ; ରାଫେଲ ଯୁଦ୍ଧ ବିମାନର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ : ଅକ୍ଟୋବର ୮, ଦେଶର ବାୟୁସେନାର ପ୍ରତିଷ୍ଠା ଦିବସ। ଆଜି ୮୮ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‍ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଏହି…
Read More...

ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। କରୋନା କଟକଣା ମଧ୍ୟରେ ଭୁବନେଶ୍ୱରର ବିନ୍ଦୁ ସାଗର ସମୂହ ପିଣ୍ଡଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାସହ…
Read More...