ଜାତୀୟ ବରିଷ୍ଠ ପୁରୁଷ ହକି ଶିବିରରେ ୫ ଓଡ଼ିଆ
ବେଙ୍ଗାଲୁରୁ : ଭାରତୀୟ ବରିଷ୍ଠ ପୁରୁଷ ହକି ଦଳର ଶିବିର ଆରମ୍ଭ ହୋଇଛି। ବେଙ୍ଗାଲୁରୁର ସାଇ ସେଣ୍ଟରରେ ଏହି ଶିବିର ଚାଲିଛି। ହକି ଇଣ୍ଡିଆ ଶିବିର ଲାଗି ୩୬ ଜଣ ସମ୍ଭାବ୍ୟ ଖେଳାଳିଙ୍କୁ ମନୋନୀତ କରିଛି। ମାର୍ଚ୍ଚ ୨୮…
Read More...
Read More...