Browsing Tag

hirakud dam

‘ହୀରାକୁଦ ଜଳଭଣ୍ଡାରକୁ ଶିଳ୍ପବର୍ଜ୍ୟ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ’: ୩ ଦିନରେ ବସିବ ଆନ୍ତଃଜିଲା ସମନ୍ବୟ ବୈଠକ

ସମ୍ବଲପୁର : ବିଶାଳ ହୀରାକୁଦ ଜଳଭଣ୍ଡାର ଦିନକୁ ଦିନ ପଟୁ ମାଟିରେ ପୋତି ହେବାରେ ଲାଗିଛି। ଅପରିଷ୍କୃତ ଶିଳ୍ପବର୍ଜ୍ୟ ଏଥିରେ ଛଡାଯିବାରୁ ଜଳ ବିଷାକ୍ତ ହେବାରେ ଲାଗିଛି। ଏଥିଯୋଗୁଁ ମାଛବଂଶ ଲୋପ ପାଇବା ସହ ଲୋକମାନେ…
Read More...

ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲର ହେବ ନବୀକରଣ: ୪ବର୍ଷରେ ଖର୍ଚ୍ଚ ହେବ ୮୫୫କୋଟି

ଭୁବନେଶ୍ବର : ହୀରାକୁଦ ସେଚାଞ୍ଚଳର ଜଳପଥଗୁଡିକ ବର୍ତ୍ତମାନ ଜରାଜୀର୍ଣ୍ଣ ଓ ଅଚଳ ହୋଇପଡ଼ିଛି। ଫଳସ୍ବରୂପ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। ଯେଉଁଥିପାଇଁ କେନାଲରେ ସୁଷମ ଜଳ ବଣ୍ଟନ ହୋଇପାରୁ ନାହିଁ। ଏହାର…
Read More...

ହୀରାକୁଦ ଡ୍ୟାମ୍‌ର ଆଉ ୧୨ଟି ଗେଟ୍ ବନ୍ଦ

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୧୨ଟି ଗେଟ୍ ବନ୍ଦ  । ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ଗେଟ୍ ଗୁଡିକୁ ବନ୍ଦ କରାଯାଇଛି। ମଙ୍ଗଳବାର ୧୪ଟି ଗେଟ୍…
Read More...

ଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ହୀରାକୁଦ, ବଢୁଛି ଜଳସ୍ତର। ଆଜି ହୀରାକୁଦ ଡ୍ୟାମ୍‌ର ଆଉ ୬ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଫଳରେ ତଳିଆ ଅଞ୍ଚଳର ଲୋକେ…
Read More...

ହୀରାକୁଦ ଜଳସ୍ତର ୬୧୮ ଫୁଟ୍‌ : ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା

ହୀରାକୁଦ : ଫୁଲୁଛି ମହାନଦୀ। ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢୁଛି। ରବିବାରଠାରୁ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ ରୁ ପାଣି ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଜଳ ପତ୍ତନ…
Read More...

ହୀରାକୁଦର ୨୦ଟି ଗେଟ୍‌ ଖୋଲିଲା: ଅତିରିକ୍ତ ଏସ୍‌ଆରସି କହିଲେ ବନ୍ୟା ଭୟ ନାହିଁ

ସମାଜ ଡିଜିଟାଲ ଡେସ୍କ: ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ। ରବିବାର ୩ଟି ପର୍ଯ୍ୟାୟରେ ମୋଟ୍‌ ୨୦ଟି ଗେଟ୍‌ ଖୋଲାଯାଇଛି।…
Read More...

ହୀରାକୁଦରେ ହ୍ରାସ ପାଉଛି ଜଳ ପତ୍ତନ ; ୩୬ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ: ହୀରାକୁଦ ଡ଼୍ୟାମର ଜଳ ପତ୍ତନ ହ୍ରାସ ପାଉଛି। ଡ଼୍ୟାମର ଆଉ ୪ଟି ଗେଟ ବନ୍ଦ ହୋଇଥିବା ବେଳେ ଡ଼୍ୟାମରୁ ସକାଳ ୮ଟାରୁ ୩୬ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁଛି। ଡ଼୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ…
Read More...

ହୀରାକୁଦରେ ଖୋଲିଲା ୧୮ ଫାଟକ, ଜଳସ୍ତର ୬୧୬ ଫୁଟ

ହୀରାକୁଦ: ସୋମବାର ସନ୍ଧ୍ୟା ୬ଟା ସମୟରେ ହୀରାକୁଦ ବନ୍ଧର ୧୮ଟି ଫାଟକ ଦେଇ ଜଳ ନିଷ୍କାସନ ହେଉଥିବା ମୁଖ୍ୟବନ୍ଧ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହି ସମୟରେ ଜଳସ୍ତର ୬୧୬.୦୬ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ…
Read More...

ହୀରାକୁଦର ୩ ଗେଟ୍‌ ବନ୍ଦ ହେଲା, ୧୨ ଫାଟକ ଦେଇ ଚାଲିଛି ଜଳ ନିଷ୍କାସନ

ହୀରାକୁଦ: ସୋମବାର ହୀରାକୁଦ ଜଳଭଣ୍ଡାରର ୩ଟି ଗେଟ୍‌ ବନ୍ଦ କରାଯାଇଛି। ପୂର୍ବରୁ ୧୫ ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ଏବେ ୧୨ ଗେଟ୍‌ ଖୋଲା ରହିଛି। ସେଗୁଡ଼ିକ ମଧ୍ୟରୁ ହୀରାକୁଦର ବାମପାର୍ଶ୍ଵରେ ୮ଟି ଏବଂ…
Read More...

ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା, ଖୋଲିଲା ହୀରାକୁଦର ୧୦ଟି ଗେଟ୍‍ 

ଭୁବନେଶ୍ୱର / ସମ୍ବଲପୁର : ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାରେ ବହୁ ସ୍ଥାନରେ ବର୍ଷା ଲାଗି ରହିଛି। ପଶ୍ଚିମ, ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବହୁ ସ୍ଥାନରେ…
Read More...