ହୀରାକୁଦ: ସୋମବାର ହୀରାକୁଦ ଜଳଭଣ୍ଡାରର ୩ଟି ଗେଟ୍ ବନ୍ଦ କରାଯାଇଛି। ପୂର୍ବରୁ ୧୫ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ଏବେ ୧୨ ଗେଟ୍ ଖୋଲା ରହିଛି। ସେଗୁଡ଼ିକ ମଧ୍ୟରୁ ହୀରାକୁଦର ବାମପାର୍ଶ୍ଵରେ ୮ଟି ଏବଂ ଦକ୍ଷିଣ ପାର୍ଶ୍ଵରେ ୪ଟି ଗେଟ୍ ଖୋଲା ଅଛି। ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ୬୬ ହଜାର ୫୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲାବେଳେ ୨ ଲକ୍ଷ ୩୯ ହଜାର ୩୯୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଏବେ ଜଳଭଣ୍ଡାରରେ ଜଳସ୍ତର ୬୦୮.୫୬ ଫୁଟ୍ ରହିଛି।
Popular Categories



