Browsing Tag

heatwave update

ଲୁଚକାଳି ଖେଳୁଛି ମୌସୁମୀ: ବଢୁଛି ତାତି, ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଓଡିଶାବାସୀ

ଭୁବନେଶ୍ଵର: ମାଲକାନଗିରି ଛୁଇଁଛି ମୌସୁମୀ । କିନ୍ତୁ ଆଗକୁ ଆଉ ବଢୁନି। ଲୁଚକାଳି ଖେଳୁଛି। ମୌସୁମୀ ଆସିବାରେ ବିଳମ୍ବ ହେବା ଏବଂ ତାତିର ପ୍ରକୋପ ବଢିବା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଗୁଳୁଗୁଳିରେ ସନ୍ତୁଳି…
Read More...

ଆଗଉନି ମୌସୁମୀ: ଆହୁରି ୫ ଦିନ ତାତି

ଭୁବନେଶ୍ଵର: ରାଜ୍ୟରେ ଆଗାମୀ ୫ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ଲହରୀ। ପାଗ ଅନୁକୂଳ ନଥିବାରୁ ଅଗ୍ରସର ହୋଇପାରୁନି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆହୁରି ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଜାରି ରହିବା ନେଇ ଆଞ୍ଚଳିକ…
Read More...

ଆଗକୁ ଆହୁରି ବଢିବ ତାତି , ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା

ଭୁବନେଶ୍ୱର :  ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରବିବାର ୧୬ ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ…
Read More...

ଉପକୂଳରେ ଜାରି ରହିବ ଗୁଳୁଗୁଳି: ୬ ଜିଲ୍ଲାକୁ ଗ୍ରୀଷ୍ମଲହରୀ ସତର୍କତା

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ପବନ ହୋଇଥିବାବେଳେ ସୋମବାର ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା। ଆଜିଠାରୁ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଏବଂ…
Read More...

ଆଜି ହିଟ୍ ଓ୍ବେଭ୍‌ ପାଇଁ ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : କିଛି ଦିନର ବ୍ୟବଧାନ ପରେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଏବଂ ଉପକୂଳ ଓଡ଼ିଶା ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପଶ୍ଚିମାଞ୍ଚଳରେ ଟାଣଖରା ଯୋଗୁଁ ବାହାରକୁ…
Read More...

ଦୁଇ ତିନି ଦିନରେ ୩ରୁ ୫ ଡିଗ୍ରୀ ବଢିବ ତାତି

ଭୁବନେଶ୍ଵର: ପୁଣି ବଢିବ ତାତି, କଲବଲ କରିବ ଖରା। ଆଗାମୀ ଦୁଇ ତିନି ଦିନରେ ତାପମାତ୍ରା ୩ ଡିଗ୍ରୀରୁ ୫ ଡିଗ୍ରୀ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ଗୁଳୁଗୁଳି ସ୍ଥିତି ରହିବ ଏବଂ…
Read More...

୧୯ରୁ ବଢ଼ିବ ତାତି: ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ୱର : ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୩ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବ। ଆସନ୍ତା ୧୯ରୁ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିପାରେ। ଆଜି (ଗୁରୁବାର) ବିଭିନ୍ନ ଅଞ୍ଚଳରେ…
Read More...

ପୁଣି ବଢିବ ତାତି: ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ଦିନ ତାପମାତ୍ରା

ଭୁବନେଶ୍ବର : ସପ୍ତାହେ ହେଲା କାଳବୈଶାଖୀ ଜନିତ ବର୍ଷା ପବନ ଯୋଗୁଁ ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ଆଗାମୀ ୪୮ଘଣ୍ଟା ପରେ ପୁଣି ତାତି ବଢିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର…
Read More...

ମେ ୧୭ରୁ ପୁଣି ଫେରିବ ତାତି

ଭୁବନେଶ୍ବର : ଆଗାମୀ ସପ୍ତାହ କାଳବୈଶାଖୀ ପ୍ରଭାବରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। କିନ୍ତୁ ମେ’ ୧୭ରୁ ପୁଣି ରାଜ୍ୟକୁ ତାତି ଫେରିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ…
Read More...

ସାଢେ ୮ଟା ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ଛୁଇଁଲା ୩୩.୨ ଡିଗ୍ରୀ

ଭୁବନେଶ୍ଵର: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗରମ ଏବଂ ଗୁଳୁଗୁଳି ପୁରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ସକାଳ ୧୦ଟା ବାଜିଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ତେ​‌ବେ ଆଜି ସକାଳ ସାଢେ…
Read More...