nua o banner
Browsing Tag

haravanga news odia news odisha news

ସାତକୋଶିଆରେ ପକ୍ଷୀ ଗଣନା ଶେଷ 

ହରଭଙ୍ଗା : ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅର୍ନ୍ତଗତ ସାତକୋଶିଆ ଅଭୟାରଣ୍ୟ ମହାନଦୀଗଣ୍ଡର ଚକ୍ରଗଡଠାରୁ ବେଲପୁଞ୍ଜି ମଠ ପର୍ଯ୍ୟନ୍ତ ନଦୀର ଉଭୟ ପାଶ୍ୱର୍ରେ ଚାଲିଥିବା ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି।…
Read More...

ଖୋଲିଲା ମଲ୍ଲିକପଡା ଧାନମଣ୍ଡି 

ହରଭଙ୍ଗା : ହରଭଙ୍ଗା ବ୍ଲକ ଶଙ୍କୁଲେଇ ସମବାୟ ସମିତି ଅଧିନରେ ଥିବା ମଲ୍ଲିକପଡା ଧାନମଣ୍ଡିରେ ସୋମବାର ଧାନକ୍ରୟ ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ ୨୮ଜଣ ଚାଷୀଙ୍କ ଠାରୁ ୪ ଶହ ୫୦କ୍ୱିଂଟାଲ ଧାନ କ୍ରୟ ହୋଇଥିବା ଜଣାପଡିଛି।…
Read More...

ମୋବାଇଲ ବିସ୍ଫୋରଣ ; ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରରେ ମୋବାଇଲ ବିସ୍ଫୋରଣରେ ଘରେ ନିଆଁ ଲାଗି ଆସବାବପତ୍ର ସହ ନଗଦ ଟଙ୍କା ପୋଡ଼ିଯାଇଛି। ମାତ୍ର ସୌଭାଗ୍ୟବଶତଃ ଆଠ ମାସର ଶିଶୁ ସହିତ ବାପା, ମାଆ ଅଳ୍ପକେ ଏକ ବଡ…
Read More...

କାଟୁ କରୁନି କୋଟପା ଆଇନ ; ଖୁଲମ ଖୁଲା ଚାଲିଛି ଗୁଟଖା ବିକ୍ରୀ

ହରଭଙ୍ଗା : ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ଅଣସଂକ୍ରାମକ ରୋଗରେ ଅକାଳରେ ମଣିଷର ଜୀବନ ଚାଲିଯାଉଛି। ବହୁ ସମୟରେ ପରିବାର ରୋଜଗାରିଆଙ୍କ ଅକାଳ ବିୟୋଗ ପରେ ଗୋଟିଏ ଗୋଟିଏ ପରିବାର ତଳିତଳାନ୍ତ ହୋଇଯାଉଛି। ତମାଖୁ…
Read More...

ରେଲୱେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ; ନିମ୍ନମାନର କଂକ୍ରିଟ ରାସ୍ତା କାର୍ଯ୍ୟକୁ ଗାଁ ଲୋକଙ୍କ ବିରୋଧ

ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମରେ ରେଲୱେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ଗାଁ ଲୋକେ ବିରୋଧ କରିଥିବା ଜଣାପଡିଛି। ପ୍ରକାଶ ଯେ ବିରାମଚନ୍ଦ୍ରପୁର ଗ୍ରାମରେ ଲେବୁଲ କ୍ରସିଂ ପାଇଁ ରେଲୱେ…
Read More...

ଅଚିହ୍ନା ରୋଗରେ କୁକୁର ଆକ୍ରାନ୍ତ

ହରଭଙ୍ଗା : ସମ୍ପ୍ରତି ହରଭଙ୍ଗା ବ୍ଲକରେ କୁକୁରଙ୍କ ଦେହରେ ଏକ ଅଚିହ୍ନା ରୋଗର ଲକ୍ଷଣ ଦେଖା ଦେଇଛି। ଏଭଳି ରୋଗରେ ଆକ୍ରାନ୍ତ ଥିବା କୁକୁର ସବୁ ସଠିକ୍ ଭାବେ ଚାଲି ବୁଲି ପାରୁ ନଥିବା ଭଳି ଲକ୍ଷଣ ଦେଖାଦେଇଛି। ଚାଲିଲା…
Read More...

ମାଟିରେ ମିଶିଲାଣି ଉଠାଜଳସେଚନ ପଏଂଟ କାର୍ଯ୍ୟାଳୟ

ହରଭଙ୍ଗା : ହରଭଙ୍ଗାଠାରେ ଥିବା ଉଠାଜଳସେଚନ ପଏଂଟ କାର୍ଯ୍ୟାଳୟଟି ବର୍ତମାନ ମାଟିରେ ମିଶିବା ସ୍ଥିତିରେ ପଂହଚିଲାଣି।ପାଖାପାଖି୧୫ ବର୍ଷରୁ ଉଦ୍ଧ୍ୱ ସମୟ ଧରି କାର୍ଯ୍ୟାଳୟଟି ବନ୍ଦ ହୋଇପଡିବା ଫଳରେ ଏଠାରେ ରହିଥିବା…
Read More...

ହରଭଙ୍ଗା ବ୍ଲକ ସାମ୍ବାଦିକ ସଙ୍ଘ ବନ୍ଧୁ ମିଳନ

ହରଭଙ୍ଗା : ହରଭଙ୍ଗା ବ୍ଲକ ସାମ୍ବାଦିକ ସଙ୍ଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ବିରନରସିଂହପୁର ଜଳସେଚନ ବଙ୍ଗଳା ପ୍ରାଙ୍ଗଣରେ ସଭାପତି ନରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ସଙ୍ଘ ପକ୍ଷରୁ…
Read More...

ହରଭଙ୍ଗାରେ ଶୀତ ଲହରୀ ; ବସଷ୍ଟପ୍‌‌ରେ ନାହିଁ ଶୀତକାଳୀନ ଆଶ୍ରୟସ୍ଥଳୀ

ହରଭଙ୍ଗା : ଗତ ଆଠ/ଦଶଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ଆଶାତୀତ ଭାବେ କମ୍ ହେବା ଫଳରେ ସଂପ୍ରତି କିଛି ଦିନ ହେଲା ସବୁଆଡେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ବିଶେଷ କରି ଉପାନ୍ତ ଫୁଲବାଣି ଜିଲାରେ ଗତ ସାତ ଦିନ…
Read More...

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମାର୍କେଟ ୟାର୍ଡ

ହରଭଙ୍ଗା : ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକର ମଣିପୁରଠାରେ କୋଟି କୋଟି ଟଙ୍କା ବ୍ୟୟରେ ବୌଦ୍ଧ ଆର.ଏମ.ସି ପକ୍ଷରୁ ୧୦ବର୍ଷ ତଳେ ଏକ ମାର୍କେଟ ୟାର୍ଡ ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣାର…
Read More...