ବିଦ୍ୟାଳୟରୁ ଏମଡିଏମ ଚାଉଳ ଚୋରି Samaja Digital (SM) Oct 4, 2023 ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ୯ କ୍ୟୁଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇ ଥିବାର ସୂଚନା ମିଳିଛି। ଆଜି ସକାଳ ୯ଘଣ୍ଟା ସମୟରେ… Read More...
ଗଛ ପଡି ରାସ୍ତା ଅବରୋଧ Samaja Digital (SM) Sep 30, 2023 ହରଭଙ୍ଗା : ହରଭଙ୍ଗା -ଛତ୍ରଙ୍ଗ ପୂର୍ତ୍ତ ରାସ୍ତାର ଶାଗଡ଼ିଆ ନାଳ ଉପରେ ଏକ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାରେ ଯିବାଆସିବା ବାଧାପ୍ରାପ୍ତ ହୋଇପଡିଛି । ତୁରନ୍ତ ରାସ୍ତା ସଫା… Read More...
ଶିକ୍ଷକ ନିଯୁକ୍ତି ପରେ ସ୍କୁଲରୁ ହଟିଲା ଆନ୍ଦୋଳନ Samaja Digital (SM) Sep 26, 2023 ହରଭଙ୍ଗା : ହରଭଙ୍ଗା ବ୍ଲକ ଅର୍ନ୍ତଗତ ଉପାନ୍ତ ତଳଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀରେ ଅଭିଭାବକ ସ୍କୁଲ ଫାଟକରେ ତାଲା ପକାଇ ଏହାର ଦୃଢପ୍ରତିବାଦ ଜଣାଇଥିଲେ। ପ୍ରକାଶ ଯେ ତଳଗାଁ ନୋଡାଲ ଉଚ୍ଚ… Read More...
ବିଡିପିଏଲ କମ୍ପାନୀରେ ଶ୍ରମିକ ଆନ୍ଦୋଳନ ଘଟଣା ; ମହଲତ ପରେ ଧାରଣରୁ ହଟିଲେ ଶ୍ରମିକ Samaja Digital (SM) Sep 22, 2023 ହରଭଙ୍ଗା : ହରଭଙ୍ଗା ବ୍ଲକ ତିତିରିକଟା ଠାରେ ଥିବା ବିଡିପିଏଲ କମ୍ପାନୀର ଶ୍ରମିକ ଶୋଷଣନୀତି ପ୍ରତିବାଦରେ ଗତ ଗୁରୁବାର ଅପରାହ୍ନ ସମୟରେ ଶ୍ରମିକମାନେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। କମ୍ପାନୀ ପକ୍ଷରୁ… Read More...
ଡେଙ୍ଗୁରେ ପ୍ଲାନିଂ ଯୁଗ୍ମ ନିର୍ଦେଶକଙ୍କ ମୃତ୍ୟୁ Samaja Digital (SM) Sep 21, 2023 ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଛତ୍ରପୁର ନିବାସୀ ତଥା ସୁବର୍ଣ୍ଣପୁର ଜିଲ୍ଲା ପ୍ଲାନିଂ ଯୁଗ୍ମ ନିର୍ଦେଶକ ଚତୁର୍ଭୁଜ ସାହୁ (୫୬)ଙ୍କ ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି… Read More...
ଲଘୁଚାପ ବର୍ଷା: ଧଳପୁରରୁ ହରଭଙ୍ଗା ଯୋଗାଯୋଗ ବିଛିନ୍ନ Samaja Digital (SM) Sep 15, 2023 ହରଭଙ୍ଗା : ଲଘୁଚାପ ପ୍ରଭାବରେ ନଦୀ, ନାଳ ପୁରି ଉଠିଛି। ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଉଛୁଳା ମହାନଦୀ ପାଣିରେ ଧଳପୁର -ହରଭଙ୍ଗା ଜଗନ୍ନାଥ ସଡ଼କ ଉପରେ ବନ୍ୟାପାଣି ଯୋଗୁଁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ… Read More...
ବ୍ୟାଙ୍କ ବ୍ୟବସାୟିକ ପ୍ରତିନିଧିଙ୍କ ସିଏସପି ପ୍ଲସକୁ ବିରୋଧ Samaja Digital (SM) Sep 14, 2023 ହରଭଙ୍ଗା :ହରଭଙ୍ଗା ବ୍ଲକର ବିଭିନ୍ନ ପଂଚାୟତରେ ଦୀର୍ଘ ୧୦ବର୍ଷ ହେଲା ବ୍ୟାଙ୍କ ବ୍ୟବସାୟିକ ପ୍ରତିନିଧିମାନେ(ବିସି )ସରକାରଙ୍କ ବିଭିନ୍ନ ବ୍ୟାଙ୍କିଙ୍କ ସେବା ଯୋଗାଇ ଆସୁଛନ୍ତି। ଏପରିକି କରୋନା ମହାମାରୀ ସମୟରେ ସେମାନେ… Read More...
ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଲୋକାର୍ପଣ ବିଳମ୍ବ Samaja Digital (SM) Sep 4, 2023 ହରଭଙ୍ଗା : ବୌଦ୍ଧଜିଲ୍ଲାର ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣ ସରିଥିବା ବହୁ ପ୍ରତିକ୍ଷୀତ ଧଳପୁର-ଆଠମଲ୍ଲିକ ଦ୍ୱିତୀୟ ବୃହତମ ସେତୁ ଲୋକାର୍ପଣରେ ଅହେତୁକ ବିଳମ୍ବର କାରଣ ବୁଝାପଡୁନି। ଲୋକାର୍ପଣକୁ ନେଇ ଉଭୟ ପଟର… Read More...
ମହାନଦୀ ସେତୁ ସଂଯୋଗ ରାସ୍ତା ବେହାଲ ; ଅଟକିଲା ୨୦ରୁ ଅଧିକ ଗାଡି Samaja Digital (SM) Sep 4, 2023 ହରଭଙ୍ଗା : କୋଟି କୋଟି ଟଙ୍କା ବ୍ୟୟବରାଦରେ ମହାନଦୀ ଉପରେ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କରାଯାଇଛି। ମାତ୍ର ସେତୁକୁ ସଂଯୋଗ କରୁଥିବା ସାମାନ୍ୟ ୪କିଲୋମିଟର ରାସ୍ତାର ବେହାଲ ଅବସ୍ଥା ଏବେ ପଥଚାରୀ ,ଯାନବାହାନ ଯାତାୟତ… Read More...
କୁଟୁରା ମାଂସ ସହ ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ Samaja Digital (SM) Sep 1, 2023 ବୌଦ୍ଧ : ବୌଦ୍ଧ ବନଖଣ୍ଡ ଅଧିକାରୀ ଡିଏଫଓ ଦେବପ୍ରିୟ କମ୍ପଙ୍କ ନିର୍ଦେଶ କ୍ରମେ ଶ୍ରାବଣ ପୂର୍ଣିମାକୁ ଲକ୍ଷ କରି ଜଙ୍ଗଲରେ ଜନ୍ତୁ ଶିକାର ହେବାର ଅନୁମାନ କରି ଗତକାଲି ରାତିରେ ବୌଦ୍ଧ ବନଖଣ୍ଡର ସମସ୍ତ ରେଞ୍ଜର ସମସ୍ତ ବିଟ… Read More...