BJD Bijuli 480×75 Mob
Browsing Tag

gopalpur news odia news odisha news

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ

ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନସ୍ଥ ଦାସପୁର ଛକରେ ଗତ ୧୭ ତାରିଖ ଦିନ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଳନ୍ଥରା ଗାଁର ନିରାକାର ଦାସ ଓ ସୟନ ଦାସ ନାମକ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା…
Read More...

ଅଙ୍ଗନବାଡି କେନ୍ଦ୍ରରେ ପୃଷ୍ଟିକର ଖାଦ୍ୟ ବଣ୍ଟନ 

ଗୋପାଳପୁର :  ଗୋପାଳପୁର ସ୍ଥିତ ନୂଆ ସାହି ଅଙ୍ଗନବାଡି କେନ୍ଦ୍ର ଠାରେ କେର ଫୋର ଇଣ୍ଡିଆ ସଂସ୍ଥା ପକ୍ଷରୁ ପୃଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ଅମୁଲ୍ୟ ପ୍ରସାଦ ନାୟକଙ୍କ…
Read More...

ଧବଳେଶ୍ଵର ବେଳାଭୂମି ଠାରୁ ଗୋପାଳପୁର ମଧ୍ୟରେ ୨୨ ମଲା କଇଁଛକୁ ପୋତିଲା ବନବିଭାଗ

ଗୋପାଳପୁର : ଗୋଟିଏ ଦିନରେ ବନବିଭାଗ ପକ୍ଷରୁ ୨୨ଟି ମଲା କଇଁଛକୁ ଧବଳେଶ୍ଵର ବେଳାଭୂମିରୁ ଗୋପାଳପୁର ବେଳାଭୂମି ରୁ ଉଦ୍ଧାର କରାଯାଇ ପୋତା ଯାଇଥିବା ଜଣାପଡିଛି। ଦୀର୍ଘ ଦିନ ପରେ ଗୋଟିଏ ଦିନରେ ଏତେ ସଂଖ୍ୟକ ମଲା କଇଁଛ…
Read More...

ସୁନାପୁର ବେଳାଭୂମି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର : ପାଲୁର ହିଲଠାରେ ଥିବା ନିଷ୍ଟ ବିଶ୍ୱବିଦ୍ୟାଳୟର ଏନଏସଏସ ବିଦ୍ୟାର୍ଥୀଙ୍କ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ସୁନାପୁର ବେଳାଭୂମି ସଫେଇ କରିବା ସହ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବେଳାଭୂମିକୁ ସଫା ସୁତୁରା…
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଭାର ଉତ୍ତୋଳନରେ ବ୍ରୋଞ୍ଜ ପଦକ

ଗୋପାଳପୁର : ଚଣ୍ଡିଗଡ ସ୍ଥିତ ଚଣ୍ଡିଗଡ ବିଶ୍ଵବିଦ୍ୟାଳୟ ଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ମହିଳା ବର୍ଗର ଭାର ଉତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ୨ ଜଣ ଅଂଶ…
Read More...

ନବବଧୂ ହତ୍ୟା ଘଟଣା ; ଫେରାର ଶାଶୁ ଶ୍ୱଶୁର ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ଗ୍ରାମରେ ନବବଧୂଙ୍କୁ ଶାଶୁ ଘର ଲୋକେ ମାଡ଼ ମାରି ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବା ଶାଶୁ ଶ୍ୱଶୁରକୁ ଗୋଳନ୍ଥରା ପୁଲିସ ଗିରଫ କରି କୋର୍ଟ ଚାଲାଣ…
Read More...

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ  ନିକଟସ୍ଥ ଅନ୍ତରବାଟିଆ ଗ୍ରାମରେ ରାତ୍ର ପ୍ରାୟ ୮ଟା ବେଳେ  ଗ୍ରାମରେ ଥିବା ୟୁ ପି ସ୍କୁଲ ନିକଟସ୍ଥ  ମୁଖ୍ୟ ରାସ୍ତା ଦେଇ ଅଜଗର ଯାଉଥିବା ବେଳେ ଗ୍ରାମର ଲୋକେ ଦେଖି ସ୍ନେକ୍…
Read More...

ଚୋରି କରିବା ପରେ ଘରେ ନିଆଁ ଲଗାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ବକ୍ସିପଲ୍ଲୀ ଗ୍ରାମର ଓଡ଼ିଆରପି କଲୋନିରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋରମାନେ ତାଲା ବନ୍ଦ ଘରକୁ ଟାର୍ଗେଟ କରିବା ସହ ସେଠାରେ କଳା କନା ବୁଲାଇ ,ଘରେ ନିଆଁ ଲଗାଇ ଫେରାର…
Read More...

ସହନଶୀଳ ଜଳବାୟୁ କୃଷି ପ୍ରଣାଳି ଦେଖିଲେ ଜାପାନ ଓ ନରୱେ ବିଶେଷଜ୍ଞ ଦଳ

ଗୋପାଳପୁର : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଛି। ଚାଷକୁ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଧିମା ପଡିଯାଉଛି। ବିଶେଷ କରି ଉପକୂଳ ଅଞ୍ଚଳରେ ଏହାର ପ୍ରଭାବ…
Read More...

ପୁରୁଣା ବ୍ରିଜ ହଟାଇବା ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକର ଚାଷୀକୁଳଙ୍କ ଦୁଃଖ ଭାବେ ପରିଚିତ ପାଟ ନଇର‌ ପୁନରୁଦ୍ଧାର ସହ ପୁରୁଣା ବ୍ରିଜକୁ ହଟାଇବା ପାଇଁ  ଅନେକ ଚାଷୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ…
Read More...