Browsing Tag

ECI

ଅମ୍ଳଜାନ ସିଲିଣ୍ଡର ଧରି ଭୋଟ ଦେବାକୁ ଆସିଲେ ବୃଦ୍ଧା

ସମାଜ ଡିଜିଟାଲ ଡେସ୍କ: ନିର୍ବାଚନ ସମୟରେ ଅନେକ ଲୋକ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରକୁ ଯାଆନ୍ତି ନାହିଁ। ବିଭିନ୍ନ ବାହାନା ହେଉ କି କାମର ଆଳ ଦେଖାଇ ଭୋଟ ଦିଅନ୍ତି ନାହିଁ। ସରକାରଙ୍କଠାରୁ ଆରମ୍ଭ କରି ଏନଜିଓଗୁଡ଼ିକ…
Read More...

ଏମ୍‌‌ସରେ ଆଇପିଏସ ଆଶିଷ ସିଂହ, ସ୍ୱାସ୍ଥ୍ୟ ଯାଞ୍ଚ କରିବେ ସ୍ୱତନ୍ତ୍ର ଚିକିତ୍ସା ଦଳ

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ତଥା ଆଇପିଏସ ଅଧିକାରୀ ଆଶିଷ କୁମାର ସିଂହ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଭୁବନେଶ୍ୱରସ୍ଥିତ ଏମ୍‌‌ସରେ ପହଞ୍ଚିଛନ୍ତି। ତାଙ୍କ…
Read More...

ଏକ୍‌‌ଜିଟ ପୋଲ ପ୍ରସାରଣ: ଘରୋଇ ଓଡ଼ିଆ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସିଆଇ

ସମାଜ ଡିଜିଟାଲ ଡେସ୍କ: ନିର୍ବାଚନ ଚାଲିଥିବା ସମୟରେ ଏକ୍‌‌ଜିଟ୍‌‌ ପୋଲ ପ୍ରସାରଣ କରି ଅଡୁଆରେ ପଡ଼ିଛି ଏକ ଘରୋଇ ଓଡ଼ିଆ ଖବର ପ୍ରସାରଣ ସରବରାହ ସଂସ୍ଥା। ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭାରତୀୟ…
Read More...

ନିର୍ବାଚନ ଆୟୋଗଙ୍କ କାମରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମତଦାନ ହାର ତଥ୍ୟ ପ୍ରକାଶ ସଂକ୍ରାନ୍ତ ବିବାଦକୁ ନେଇ ଆଗତ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ହାତ ଟେକି ଦେଇଛନ୍ତି। ବର୍ତ୍ତମାନ ସମୟରେ ଭାରତ ନିର୍ବାଚନ ଆୟୋଗ (ଇସି)ଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରି…
Read More...

ଅଡୁଆରେ ରାହୁଲ ଗାନ୍ଧୀ, କାର୍ଯ୍ୟାନୁଷ୍ଠାନ ଦାବି କଲେ ୧୮୧ କୁଳପତି ଓ ପୂର୍ବତନ କୁଳପତି

ନୂଆଦିଲ୍ଲୀ: ପୁଣି ଥରେ ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ। ଏଥର କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ବିଶ୍ଵବିଦ୍ୟାଳୟରେ କୁଳପତି ନିଯୁକ୍ତିକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ସେ ବିବାଦ…
Read More...

ନିର୍ବାଚନ କମିଶନଙ୍କ ସମୀକ୍ଷା; କଳାଟଙ୍କା ଓ ମଦ ବ୍ୟବହାର ରୋକିବାକୁ ଗୁରୁତ୍ୱ

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନ ସମୟରେ କଳା…
Read More...

ନିର୍ବାଚନୀ ବଣ୍ଡ ଯୋଜନା – ଦାତା ଓ ଗ୍ରହୀତାଙ୍କ ତଥ୍ୟ ଦେବ ଷ୍ଟେଟ ବ୍ୟାଙ୍କ

ଡେସ୍କ: ରାଜନୈତିକ ପାଣ୍ଠି ପାଇଁ ଦେଶରେ ଚାଲିଥିବା ନିର୍ବାଚନୀ ବଣ୍ଡ ଯୋଜନାକୁ ଆଜି ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଏହି ଯୋଜନା ନାଗରିକଙ୍କ ସୂଚନା…
Read More...

ନିର୍ବାଚନ ପ୍ରଚାର କିପରି ହେବ ? ରାଜନୈତିକ ଦଳଗୁଡ଼ିକର ପରାମର୍ଶ ଲୋଡ଼ିଲେ ଇସିଆଇ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଚଳିତବର୍ଷ କିଛି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନକୁ ନେଇ ସଂସୟ ସୃଷ୍ଟି ହୋଇଛି। ବିଶେଷ କରି ନିର୍ବାଚନ ହେଲେ ଜାତୀୟ ଏବଂ ଆଞ୍ଚଳିକ…
Read More...