bjd gruha runa
Browsing Tag

dhamara news odia news odisha news

ମୌଳିକ ସୁବିଧାରୁ ବଞ୍ଚିତ ହରିଚନ୍ଦନପୁର ବାସୀ

ଧାମରା : ରାଜ୍ୟ ସରକାର ସମସ୍ତ ଅଂଚଳରେ ମୌଳିକ ସୁବିଧା ଦେଇ ଆସୁଛନ୍ତି ଏବଂ ଏହି ମୌଳିକ ସୁବିଧାରୁ ଆଜି ପର୍ଯ୍ୟନ୍ତ କେହି ବଞ୍ଚିତ ହୋଇ ନାହାନ୍ତି ବୋଲି କହୁଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଂଶଡା…
Read More...

ପବିତ୍ର ରାମ ନବମୀ ଅବସରରେ ଧାମରା ଗୈରିକ ମୟ

ଧାମରା : ପବିତ୍ର ରାମ ନବମୀ ଅବସରରେ ଧାମରା ଗୈରିକ ମୟ ହୋଇପଡିଛି। ଏହି ଅବସରରେ ଧାମରା ବଜାର ଠାରୁ ଆରମ୍ଭ କରି ଧାମରା ୮ପଂଚାୟତରେ ଶ୍ରୀରାମ ନବମୀ ଅବସରରେ ସମସ୍ତ ଅଂଚଳରେ ଗୈରିକ ପତାକା ପୁର ପଲ୍ଲୀରେ ଛାଇ ଯାଇଥିବା…
Read More...

ଧାମରାରେ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଇଏସଆଇସି କର୍ମଶାଳା

ଧାମରା :ଧାମରା ନିକଟସ୍ଥ ଜେଜେ ରିସୋର୍ଟ ସଭାଗୃହରେ ଭାରତୀୟ ମଜଦୁର ସଂଘ ଏବଂ ଇଏସଆଇସି ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଇଏସଆଇସିର (ଓଡିଶା) ଆଂଚଳିକ ନିର୍ଦେଶକ ସୁକାନ୍ତ କୁମାର ଦାସ ପ୍ରଦ୍ୱୀପ…
Read More...

ଆନ୍ତଃଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଧାମରା :  ଧାମରା ନିକଟସ୍ଥ କଇଥଖୋଲା ଠାରେ କେକେ ସ୍ପୋର୍ଟିଂ କ୍ଲବ ତରଫରୁ ୭ଦିନ ଧରି ଚାଲିଥିବା ଆନ୍ତଃଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହାର ଉଦଯାପିତ ଉତ୍ସବରେ ବାସୁଦେବପୁର ଉତ୍କଳିକା ଟିମ ଟସ…
Read More...

ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଖାଦ୍ୟ ନପାଇ ଫେରିଲେ ଛାତ୍ରଛାତ୍ରୀ

ଧାମରା : ଧାମରା ନିକଟସ୍ଥ କରଞ୍ଜମାଳ ଠାରେ ଥିବା ଧାମକୁଟା ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ନ ପାଇ ଫେରିଲେ ଛାତ୍ରଛାତ୍ରୀ। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ବିଦ୍ୟାଳୟରେ ସମୁଦାୟ ୨୪ଜଣ ଛାତ୍ରଛାତ୍ରୀ…
Read More...

ସରସ୍ୱତୀ ମେଢ ଭଷାଣିକୁ ନେଇ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ

ଧାମରା : ଧାମରା ପଂଚାୟତରେ ସରସ୍ୱତୀ ମେଢ ଭଷାଣିକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଏନେଇ ଧାମରା ଥାନାରେ ୨ ଗୋଷ୍ଠୀଙ୍କ ନାମରେ ପୃଥକ ପୃଥକ ଭାବେ ଲିଖିତ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି…
Read More...

ଗଛରୁ ଖସି ଲାଇନମ୍ୟାନ ଆହତ

ଧାମରା : ଜନସାଧାରଣଙ୍କୁ ବିଦ୍ୟୁତ ସରବରାହ ଠିକ ଭାବେ ଯୋଗାଇ ଦେବାକୁ ଯାଇ ଧାମରା ଅଂଚଳର ଲାଇନମ୍ୟାନ ଗଛରୁ ଖସି ଆହତ ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ଅଂଚଳର ଲାଇନମ୍ୟାନ କୃଷ୍ନକହ୍ନାଇ ଦାସ…
Read More...

ଚାକିରି ଦେବାକୁ କହି ୧୦ଲକ୍ଷ ଲୁଟିଥିବା ଯୁବକକୁ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ଧାମରା : ଚାକିରି କରାଇ ଦେବାକୁ କହି ୧୦ ଲକ୍ଷ ଲୁଟିଥିବା ଯୁବକକୁ କାବୁ କରି ବାଂଶଡା ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ଥାନା ଅଧିନସ୍ତ ନୂଆଗାଁ ଇଛାପୁର ଗ୍ରାମର ୨୪ ଜଣ ଯୁବକ ଜଣ…
Read More...

ଧାମରା ମୋବିଲ ଡିପୋରେ ନିଆଁ ; ୨ ଘଣ୍ଟା ପରେ ନିଆଁ ଆୟତ୍ତ

ଧାମରା : ଧାମରାରେ ଥିବା ଏକ ମୋବିଲ ଡିପୋରେ ନିଆଁ ଲାଗିଛି। କେଉଁ ପରିସ୍ଥିତିରେ ଏହି ଡିପୋରେ ନିଆଁ ଲାଗିଲା ତାହାର ବିଦ୍ଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି ଅଂଚଳବାସୀ । ସବୁଠାରୁ ରୋଚକର ବିଷୟ ଏହି ମୋବିଲ ଡିପୋ ପାଖରେ…
Read More...

ପାଉଣା ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଠିକାଦାର ; ପରୀକ୍ଷା ଦେଇ ପାରିଲେନି ଛାତ୍ରଛାତ୍ରୀ

ଧାମରା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ତ ଜାଗୁଳା ପଞ୍ଚାୟତ ହାଇସ୍କୁଲରେ ତାଲା ପଡିଛି। ଫଳରେ ଶତାଧିକ ଛାତ୍ରଛାତ୍ରୀ ମାନେ ଗୁରୁବାର ପରୀକ୍ଷା ଦେଇ ନପାରି ବିଦ୍ୟାଳୟ ଆଗରେ ଖରାରେ ବସିଛନ୍ତି। ଏଥିସହ…
Read More...