www.samajalive.in
Sunday, December 7, 2025
16.1 C
Bhubaneswar

ଗଛରୁ ଖସି ଲାଇନମ୍ୟାନ ଆହତ

ଧାମରା : ଜନସାଧାରଣଙ୍କୁ ବିଦ୍ୟୁତ ସରବରାହ ଠିକ ଭାବେ ଯୋଗାଇ ଦେବାକୁ ଯାଇ ଧାମରା ଅଂଚଳର ଲାଇନମ୍ୟାନ ଗଛରୁ ଖସି ଆହତ ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ଅଂଚଳର ଲାଇନମ୍ୟାନ କୃଷ୍ନକହ୍ନାଇ ଦାସ ଦୋସିଙ୍ଗା ଅଂଚଳରେ ବିଦ୍ୟୁତ ସମସ୍ୟା ଥିବାରୁ ସେହି ଅଂଚଳରେ ଥିବା ଏକ ବଡ ଗଛକୁ କାଟୁଥିବା ସମୟରେ ଗଛରୁ ଖସି ପଡିଥିଲେ।  ପରେ ସଂପୃକ୍ତ ଲାଇନମ୍ୟାନକୁ ଭଦ୍ରକ ମେଡିକାଲକୁ ଚିକିତ୍ସା କରାଇବାକୁ ନେଇଥିଲେ। ବର୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି। ଟିପିଏନଓଡିଏଲ କର୍ତୁପକ୍ଷ ତୁରନ୍ତ ଲାଇନମ୍ୟାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories